୧-ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ କାର୍ଯ୍ୟାଳୟକୁ ଫେରିଲେ କେନ୍ଦ୍ରମନ୍ତ୍ରୀ, ଅଫିସର । କମ କର୍ମଚାରୀରେ ଚାଲିଲା କାମ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ।
୨-ଆଜି ସକାଳ 10 ଟା ସମୟରେ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୩-ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ : ରାଜଧାନୀ ପାଇଁ ଆସିବ ସ୍ୱତନ୍ତ୍ର ନିର୍ଦ୍ଦେଶନାମା।
୪-ଲକଡାଉନ୍ କଟକଣା ଟିକିଏ ହେଲା କୋହଳ, ବିନା ବାଧାରେ ଚାଲିବ କୃଷି,ନରେଗା ଓ ବିଜୁ ପକ୍କାଘର କାମ।
୫-କଟକ ସାଲେପୁର ଓ ନିଶ୍ଚିତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା । ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ।

୬-ଶ୍ରୀଜିଉଙ୍କ ରଥଯାତ୍ରା ଓ ଚନ୍ଦନ ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି: ଅକ୍ଷୟ ତୃତୀୟାରୁ ରଥ କାମ ଆରମ୍ଭ କରିବା ପାଇଁ ଭୋଇ ସର୍ଦ୍ଦାରଙ୍କୁ ଚିଠି ଲେଖିଲା ପୁରୀ ପ୍ରଶାସନ।
୭-ଭାରତର ଅଭିବୃଦ୍ଧି ୧.୫ରୁ ୨.୮% ହୋଇପାରେ: ବିଶ୍ବବ୍ୟାଙ୍କ
୮-ବୈଷୟିକ ପାଠ୍ୟକ୍ରମ ଶିକ୍ଷାବର୍ଷକୁ ନେଇ ଦ୍ଵନ୍ଦ,ଜୁନ ପ୍ରଥମ ସପ୍ତାହକୁ ଘୁଞ୍ଚିବ OJEE ପରୀକ୍ଷା।
୯-ନୂଆ ଦିଲ୍ଲୀ:୪୫% କମିଲା ଗାଡ଼ି ବିକ୍ରି।
୧୦- କୃଷି କ୍ଷେତ୍ରକୁ କରାଗଲା କଟକଣାମୁକ୍ତ, ଇ-କମର୍ସ ଉପରେ ରହିବନି କଟକଣା । ହୋଟେଲରୁ ମଗାଇ ହେବ ଖାଦ୍ୟ ସାମଗ୍ରୀ ।
୧୧-ତୈଳ ମୂଲ୍ୟ ହ୍ରାସ ରୋକିବା ପାଇଁ ପଦକ୍ଷେପ – କମିବ ୨୦ ନିୟୁତ ବ୍ୟାରେଲ ଉତ୍ପାଦନ।
୧୨-ଗିଭ ଇଣ୍ଡିଆକୁ ୫କୋଟି ଦେଲେ ସୁନ୍ଦର ପିଛାଇ।
୧୩-ଲାଲୁ ଯାଦବଙ୍କୁ ବଡ ଝଟକା: ଜେଲରେ ହିଁ ରହିବେ, ପାରୋଲ ରାସ୍ତା ବନ୍ଦ।
୧୪-ଆଗାମୀ ତିନି ଦିନ ରାଜ୍ୟରେ ଆହୁରି ୩ ଡିଗ୍ରୀ ବଢିବ, ଏବେ ଭୁବନେଶ୍ୱର ଓ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ।
୧୫-ଆଉ ଜଣେ କୋରୋନା ସଂକ୍ରମଣ ଚିହ୍ନଟ ଏବେସୁଦ୍ଧା ରାଜ୍ୟର ମୋଟ୍ ସଂକ୍ରମଣ ସଂଖ୍ୟା ୫୬ ରେ ପହଞ୍ଚିଲା ।