ନିର୍ବାଚନକୁ ମାତ୍ର ଆଉ ଏକ ମାସ ଥିବାରୁ ନବୀନ ନିବାସରେ ଦେଖିବାକୁ ମିଳୁୁଛି ନେତାଙ୍କ ଲମ୍ବା ଲାଇନ୍ । ଗତ ୩ଦିନ ହେବ ନବୀନ ନିବାସର ଏହି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପ୍ରଥମ ପ୍ରର୍ଯ୍ୟାୟରେ ଅପ୍ରିଲ ୧୧ତାରିରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ଏବଂ କଳାହାଣ୍ଡି ଲୋକସଭା ଆସନ ଓ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏବଂ ଏହି ନିର୍ବାଚନ ପ୍ରାର୍ଥୀ ନେଇ ବିଜେଡ଼ିରେ ଅଙ୍କକଷା ଚାଲିଛି । ୪ଲୋକସଭା ଆସନ ୨୮ ବିଧାନସଭା ଆସନ ପାଇଁ ଚୁଡ଼ାନ୍ତ ମୋହର ବାଜିବ । ଆଶନ୍ତା ୧୮ତାରିଖରୁ ପ୍ରଥମପ୍ରର୍ଯ୍ୟାୟ ଭୋଟ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ଏଥି ନିମନ୍ତେ ପ୍ରାର୍ଥୀ ମାଙ୍କର ନବୀନ ନୀବାସରେ ବେଶ ଭିଡ଼ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ବିଜୟ ସମ୍ଭାବନାଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବ ।
Next Post
ନବୀନ ନିବାସରେ ମହାରଥୀ !
Fri Mar 15 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ପୁଣି ରାଜନୀତି ମୁହାଁ ମହାରଥୀ । ଏଇ ମାତ୍ର କିଛିି ଦିନ ତଳେ ପପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ମନ୍ତ୍ରୀ ପଦ ହରାଇ ଘର ବାହୁଡ଼ା ହୋଇଥିବାବେଳେ ପୁଣି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏବଂ ତାଙ୍କୁ ଗଣମାଧ୍ୟମ ନିର୍ବାଚନ ଲଢ଼ିବା ନେଇ ପଶ୍ନ କରିବାରୁ ବିଧାୟକ ସ୍ପଷ୍ଟ କହିଥିଲେକି ମୁଁ ଏଥର ନିର୍ବାଚନ ନିଶ୍ଚୟ […]

You May Like
-
5 years ago
ଆଜିର ଖାସ୍ ଖବର ….