ମହିଳାମାନଙ୍କ ପାଇଁ ଜାରି ହେଲା ହ୍ୱାଟସ୍ଆପ୍‌ ହେଲ୍ପଲାଇନ ନମ୍ବର

ବାସ୍ତବ ବ୍ୟୁରୋ-ଲକଡାଉନ୍ ସମୟରେ ମହିଳାମାନଙ୍କ ବିରୁଦ୍ଧରେ ବଢୁଥିବା ହିଂସା କୁ ରୋକିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ହ୍ୱାଟସ୍ଆପ୍‌ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜାରି ହୋଇଥିବା ହ୍ୱାଟସ୍ଆପ୍‌ ନମ୍ବର ୮୭୬୩୫୪୩୦୧୩ । ଆଉ ଏକ ହ୍ୱାଟସ୍ଆପ୍‌ ନମ୍ବର ଗତକାଲି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଧ୍ୟ ହୋଇଛି ।  ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ହ୍ୱାଟସ୍ଆପ୍‌ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ କରିପାରିବେ ।

ଆପଣମାନଙ୍କ ଭଲପାଇବା କୁ ନେଇ ଆମେ ଗର୍ବିତ, ଆମର ଏଇ ପ୍ରୟାସ ଯଦି ଆପଣମାନଙ୍କୁ ଭଲଲଗୁଚି ,ତେବେ ନିଶ୍ଚୟ ଶେୟାର କରନ୍ତୁ ।ହଁ ସଠିକ୍ ସମୟରେ ସଠିକ୍ ଖବର ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ….

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦ୍ୟୁତ ଗ୍ରାହକଙ୍କ ପାଇଁ ଖୁସି ଖବର

Thu Apr 16 , 2020
ବାସ୍ତବ ବ୍ୟୁରୋ-ସେସୁ ପକ୍ଷରୁ ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ଯଦି ଗ୍ରାହକମାନେ ଧାର୍ଯ୍ୟତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ । ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, […]

You May Like

Pin It on Pinterest