ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଓରଗଳା (କୋଲ୍ହା )ହରିଜନ ସାହିରେ ଅଷ୍ଟମ ପ୍ରହର ନାମ ଯଜ୍ଞ….

ଜୟନ୍ତ ଶତପଥୀ(ଡେରାବିଶ):ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଓରଗଳା (କୋଲ୍ହା )ହରିଜନ ସାହିରେ ଦୀର୍ଘ ଏକ ତିରିଶି ବର୍ଷ ହେଲା ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେଉଯାଇଅଛି ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଚୈତ୍ର ଶୁକ୍ଲପକ୍ଷ ଦଶମୀ ତିଥିରେ ଏହା ଆୟୋଜକ କରା ଯାଇଥାଏ ।

ଏହି ନାମ ଯଜ୍ଞ ରେ ଦଶ ରୁ ବାର କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତନ କରି ଥିଲେ, ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯଇଥାଏ, ବିଭିର୍ନ ପଞ୍ଚାୟତ ରୁ ବହୁତ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୃପା ଲାଭ କରିଥିଲେ , ଏହି କାର୍ଯ୍ୟକ୍ରମ କୁ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ,ବ୍ରଜକିଶୋର ମଳିକ,ରାମଚନ୍ଦ୍ର ମଳିକ ଧରଣୀଧର ମଳିକ, ସୁବାଷ ମଳିକ, ରଞ୍ଜନ ମଳିକ,ଉମାକାନ୍ତ ମଳିକ, ଅକ୍ଷୟ ମଳିକ, ବିଜୟ ମଳିକ ପ୍ରମୁଖ ପରିଚାଳନା କରିଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା...

Sat Apr 1 , 2023
ବାସ୍ତବବ୍ୟୁରୋ: ଆଜି ଉତ୍କଳ ଦିବସ,ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଯଣାଇଛନ୍ତି ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଦିବସ ଅବସରରେ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ, ଟ୍ୱିଟ କରି ଲେଖିଛନ୍ତି ଯେ,’ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ […]

You May Like

Pin It on Pinterest