ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ , ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଦୁଃସାହସିକ ରାଜନୀତିଜ୍ଞ , ବିଶ୍ଵବନ୍ଦିତ ଭୂମିପୁତ୍ର , ଝଡର ଇଗଲ୍ , ମାଟିର ମୂର୍ତ୍ତିକାର , ନବ ଉତ୍କଳର ବିଚିତ୍ର ବିନ୍ଧାଣି , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ତେଇଶିତମ ଶ୍ରାଦ୍ଧବାର୍ଷିକୀରେ “ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି ।

୧-କାଶ୍ମୀରରେ ଆତଙ୍କ ପାଇଁ ଆଫଗାନିସ୍ତାନରେ ଲୁଚି ଛପି ଆତଙ୍କବାଦୀକୁ ପ୍ରଶିକ୍ଷଣ ଦେଉଛି ଜୈସ ଇ ମହମ୍ମଦ।
୨-ଲକ୍ଡାଉନ୍ରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ୪% ରିହାତି।
୩-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, କିଛି ଜିଲ୍ଲାରେ ଝଡବର୍ଷା ସମ୍ଭାବନା।
୪-ସଂଚୟ ଜମା ଖାତାରେ ୦.୨୫ % ସୁଧ ହାର କମାଇଲା SBI।
୫-ଆଗାମୀ ୧୦ଦିନ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର
୬-ଲକଡାଉନ୍ ବେଳେ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେଲା କେନ୍ଦ୍ର।
୭-ବୋର୍ଡ ଓ୍ବେବସାଇଟରେ ପ୍ରକାଶ ପାଇଲା ଦଶମ ଶ୍ରେଣୀ ନୂତନ ପାଠ୍ୟକ୍ରମ।
୮-Zoom ଆପ୍ ବ୍ୟବହାରକାରୀ ସାବଧାନ: ମୋବାଇଲ୍ରୁ ଚୋରି ହୋଇଯାଉଛି ଡାଟା।
୯-ପୁରୀ:ପିଲାଙ୍କ ଘରକୁ ଯାଇ ବହି ବାଣ୍ଟିଲେ ଶିକ୍ଷକ।
୧୦-କେରଳ:ଗାଡ଼ି ନଥାଉ, ମୋ ବାପାଙ୍କୁ ମୁଁ କାଖେଇ ନେଇଯିବି…ଲକଡ଼ାଉନରେ ଗାଡ଼ି ଛାଡ଼ିଲାନି ପୋଲିସ । ଅସୁସ୍ଥ ବାପାଙ୍କୁ କାଖେଇ ନେଇ ମେଡିକାଲକୁ ଗଲେ ପୁଅ ।

୧୧-ହ୍ୱାଟ୍ସଆପ ମାଧ୍ୟମରେ ଆରମ୍ଭ ହେଲା ପାଠପଢା । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେଲା ବ୍ୟବସ୍ଥା । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
୧୨-ଆଇଟି (STPI) କମ୍ପାନୀଙ୍କ ୪ ମାସର ଭଡା ଛାଡ କଲେ ମୋଦୀ ସରକାର, ଉପକୃତ ହେବେ ହଜାର ହଜାର କର୍ମଚାରୀ।
୧୩-ଘରୋଇ ହିଂସା: ମହିଳା କମିଶନ ବି ଜାରି କଲେ ହ୍ୱାଟ୍ସଆପ୍ ନମ୍ବର:୮୭୬୩୫୪୩୦୧୩ ।
୧୪-ଚୀନ ଉପରେ ଖପ୍ପା ସାରା ବିଶ୍ୱ – ସୁଯୋଗ ଅପେକ୍ଷାରେ ଭାରତ।
୧୫-ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍: ଜନ ଧନ ଟଙ୍କା ପାଇଁ ଜନତାଙ୍କ ଭିଡ୍ , ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତାକୁ ଫୁ…ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଅଭାବନୀୟ ଚିତ୍ର ।
ଆପଣଙ୍କ ଭଲପାଇବା କୁ ନେଇ ବାସ୍ତବ ଟିଭି ପରିବାର ଗର୍ବିତ ଏ ଘଡିଶଂଧି ମୁହୁର୍ତ୍ତରେ ଆପଣମାନେ ନିଜ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ଆପଣମାନଙ୍କ ସହଯୋଗରେ କୋରୋନା ହାରିବ ଦେଶ ଯିତିବ ।
ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଜିହିଁ ଡାଉନ୍ ଲୋଡ୍ କରନ୍ତୁ
bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ ।
