ଆଜିର ଖାସ୍ ଖବର

୧-ଜିଓ ୟୁଜର୍ସଙ୍କ ପାଇଁ ବଡ ଅଫର, ମେ’ ୩ ପର୍ଯ୍ୟନ୍ତ ବଢିଲା ପ୍ରିପେଡ୍ ପ୍ଲାନ୍‌ର ବୈଧତା।

୨-ଭୁବନେଶ୍ୱର:ଦୂରଦର୍ଶନ ମାଧ୍ୟମରେ ପଢିବେ ପିଲା, ପ୍ରସାରିତ ହେବ ଦଶମ ଶ୍ରେଣୀ ପାଠ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବ କ୍ଲାସ୍।

୩-ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଲା ତାଣ୍ଡବ, ଛପର ଉଡ଼ାଇନେଲା, ଗଛ ଜାଳି ଦେଲା।

୪-ନୁଆ ଲକଡାଉନ୍ ନିର୍ଦ୍ଦେଶନାମା: ଗାଁ ରେ ବେଶୀ କୋହଳ,୨୦ରୁ ଲାଗୁ। ଖୋଲିବ ମୋବାଇଲ ଓ ଇଲେକ୍ଟ୍ରୋନିକ ମରାମତି ଦୋକାନ।

୫-ନିର୍ମାଣ କାର୍ଯ୍ୟରେ ସତର୍କତା ପାଇଁ ଗାଇଡଲାଇନ୍: ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର, କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ।ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଚିଠିଲେଖିଲେ ଏସଆରସି।

୬-ସହରାଞ୍ଚଳ ଶ୍ରମଜୀବିଙ୍କ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍, ପ୍ରତି ସପ୍ତାହରେ ଆକାଉଣ୍ଟ୍‌କୁ ଯିବ ମଜୁରି।

୭-ଚଳିତ ବର୍ଷ କଟକଣା ଯୁକ୍ତ ରଥଯାତ୍ରା ହେବା ନେଇ ସଂକେତ ଦେଲେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ସେପଟେ ଶୀଘ୍ର ନିଷ୍ପତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

୮-ପାଣିପାଗ: ଆସନ୍ତା ୨୩ ଯାଏଁ କାଳବୈଶାଖୀ ସମ୍ଭାବନା।

୯-ଖୋଲା ରହିବ ୨୦ ଜିଲ୍ଲାର ସବ୍‌ରେଜିଷ୍ଟ୍ରାର ଓ ରାଜସ୍ବ କାର୍ୟ୍ୟାଳୟ।

୧୦-କଟକ:ଚିରନିଦ୍ରାରେ ସାରସ୍ୱତ ସାଧକ ଡ. ରତ୍ନାକର ଚଇନି।

୧୧-ଜୁନ ୧୭ରେସ୍କୁଲ, କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା,ଛୁଟିରେ ପାଠପଢାରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ।

୧୨-ଭୁବନେଶ୍ୱର:ଲକ୍‌ଡାଉନ୍‌ରେ ଅଧିକ ଗଡିଛି ୧୦୮ ଓ ୧୦୨।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନୂଆ ୭ କରୋନା ରୋଗୀ ଚିହ୍ନଟ

Mon Apr 20 , 2020
ବାସ୍ତବ ବ୍ୟୁରୋ-ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୭ କରୋନା ରୋଗୀ ଚିହ୍ନଟ । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ପ୍ରକାଶ ତଥ୍ୟ ଏହା ସ୍ପଷ୍ଟ କରିଛି । ୪୩ ଜଣ ଚିକିତ୍ସିତ ଥିଲାବେଳେ ୨୪ ଜଣ ସୁସ୍ଥ । କାଲି ଗୋଟିଏ ଦିନରେ ୯୫୧ଟି ନମୁନା ପରୀକ୍ଷା । […]

You May Like

Pin It on Pinterest