ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନୂଆ ୭ କରୋନା ରୋଗୀ ଚିହ୍ନଟ

ବାସ୍ତବ ବ୍ୟୁରୋ-ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୭ କରୋନା ରୋଗୀ ଚିହ୍ନଟ । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ପ୍ରକାଶ ତଥ୍ୟ ଏହା ସ୍ପଷ୍ଟ କରିଛି । ୪୩ ଜଣ ଚିକିତ୍ସିତ ଥିଲାବେଳେ ୨୪ ଜଣ ସୁସ୍ଥ । କାଲି ଗୋଟିଏ ଦିନରେ ୯୫୧ଟି ନମୁନା ପରୀକ୍ଷା । କାଲି ସୁଦ୍ଧା ୧୦ ହଜାର ୬୪୧ଟି ସାମ୍ପଲ ଟେଷ୍ଟ ହୋଇଛି । ୧୦ ହଜାର ୫୭୩ଜଣଙ୍କ ସାମ୍ପଲ ନେଗେଟିଭ୍ ଆସିଛି ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ…..

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶ୍ବବ୍ୟାପୀ ୨୩ ଲକ୍ଷ ୫୦ ହଜାର ଆକ୍ରାନ୍ତ

Mon Apr 20 , 2020
ବାସ୍ତବ ବ୍ୟୁରୋ-ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି ଏଥିରେ ବିଶ୍ବବ୍ୟାପୀ ୨୩ ଲକ୍ଷ ୫୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୧ ଲକ୍ଷ ୬୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବର୍ତି ପାରିନି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୫ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। […]

You May Like

Pin It on Pinterest