ଆଜିର ଖାସ୍ ଖବର

୧-କମିବ ନାହିଁ ପେନସନ; କେନ୍ଦ୍ର ସରକାର ଦେଲେ ଆଶ୍ବାସନା।

୨-ନୂଆ ଦିଲ୍ଲୀ:ଚୀନ୍‌ର ପୁଞ୍ଜିନିବେଶ ଉପରେ କେନ୍ଦ୍ର କଠୋର।

୩-ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ, ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠି ଥିଲେ ଅଟକାଇବନି ପୋଲିସ।

୪-ଭୁବନେଶ୍ୱର: ୭ପରିବାରର ଘର ଭଡ଼ା ଛାଡ଼ କରିଦେଲେ ବରମୁଣ୍ଡା ଅଂଚଳର ସୌଦାମିନୀ ସାମନ୍ତରାୟ।

୫-ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପରେ ଏବେ ଚୀନ ଉପରେ ଚାପ ପକାଇଲା ଅଷ୍ଟ୍ରେଲିଆ, କହିଲା ଅନ୍ତରାଷ୍ଟ୍ରୀୟ ତଦନ୍ତ ହେଉ।

୬-କଟକ-ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ, ଟ୍ୱିଟ କରି ସ୍ପଷ୍ଟ କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ।

୭-ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମହମ୍ମଦ ରଫିକ୍।

୮-ଆଜିଠୁ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ ହେବ ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ।

୯-ନବୀନଙ୍କ ଐତିହାସିକ ନିଷ୍ପତ୍ତି – ସରପଞ୍ଚଙ୍କୁ ଜିଲାପାଳ କ୍ଷମତା। ଏହି ନିଷ୍ପତ୍ତି କ୍ରମେ ଲକ୍‌ଡାଉନ୍‌ ଉଠିବା ପରେ ଯେଉଁମାନେ ନିଜ ଘରକୁ ଫେରିବେ ସେମାନେ ପ୍ରଥମେ ନିଜ ନାମ ପଞ୍ଜୀକରଣ କରିବେ ଏବଂ ୧୪ ଦିନ ସଙ୍ଗରୋଧ (କ୍ୱାରେଣ୍ଟାଇନ୍‌)ରେ ରହିବେ।

୧୦-ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକ୍‌ଡାଉନ୍‌ ନିୟମ।

୧୧-ଝାରସୁଗୁଡାରେ ଲକ୍‌ଡାଉନ୍ ନିୟମ କୋହଳ ପୂର୍ବରୁ ୫ ଲକ୍ଷ ଟଙ୍କାର ପାନ ମସଲା, ଗୁଟଖା- ସିଗାରେଟ୍ ଜବତ।

୧୨-ଗଂଜାମ-ପିକଅପ୍ ଭ୍ୟାନ୍ ଓଲଟି ୩ ଶ୍ରମିକ ମୃତ,୯ଗୁରୁତର ହୋଇଏମ୍ କେସିଜି ରେ ଭର୍ତ୍ତି ହୋଇଛନ୍ତି ।

୧୩ବଡଚଣା ଆଇଆଇସି ପ୍ରଦୀପ କୁମାର ଜେନାଙ୍କୁ ସସ୍ ପେଣ୍ଡ୍ କଲେ ପୋଲିସ ଡିଜି ଅଭୟ…ଲକ୍ ଡାଉନ୍ ବେଳେ ଶ୍ରୀମନ୍ଦିର ରେ ଜବରଦସ୍ତ ପ୍ରବେଶ ମହଙ୍ଗା ପଡିଲା….

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍

Mon Apr 20 , 2020
ବାସ୍ତବ ବ୍ୟୁରୋ-ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ । ଆଜି ସକାଳେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାଙ୍କ ଭିତୁରୁ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅ ଦେହରେ କରୋନା ପିଜିଟିଭ ଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ […]

You May Like

Pin It on Pinterest