ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଶାରଳା ମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ପାଇଁ ଆଲୋଚନା….

ତିର୍ତ୍ତୋଲ(ବାସ୍ତବଟିଭି): ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେଵୀ ମା ‘ଶାରଳା ଙ୍କ ପୀଠର ଉନ୍ନତି କରଣ କାର୍ଯ୍ୟ ଚାଲୁଥିବା ବେଳେ ମନ୍ଦିରର ସ୍ୱଚ୍ଛତା ଦିଗକୁ ଦୃଷ୍ଟି ଦେବା ଉଦ୍ଦେଶ୍ୟରେ ତିର୍ତ୍ତୋଲ ବ୍ଲକ ପରିସରରେ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧକ୍ଷତାରେ ଶାରଳା ମନ୍ଦିର ନୀତିକାନ୍ତି ରେ ଶୃଙ୍ଖଳା ପାଇଁ ଆଲୋଚନା କରାଯାଇଛି।

ଏହି ଅଲୋଚନରେ ତହସିଲଦାର ଅମୁଲ୍ୟ କୁମାର ସାହୁ, ଥାନା ଅଧିକାରୀ ଯୁଗଳ କିଶୋର ଦାସ, ଶାରଳା ମନ୍ଦିର କଯ୍ୟନିର୍ବାହୀ ଅଧିକାରୀ,ପୂଜକ ସେବାୟତ ପ୍ରମୁଖ ଯୋଗଦେଇଥିଲେ।ଦୈନଦିନ ନିତିକ୍ରାନ୍ତି ର ପରିଚାଳନା କମିଟି ଗଠନ, ମନ୍ଦିର ରେ ଶୃଙ୍ଖଳା, ପଲିଥିନ ବ୍ୟବହାର ନିଷେଧ, ମୋବାଇଲ ବ୍ୟବହାର ଉପରେ କଟକଣା,ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ଶୃଙ୍ଖଳିତ ଦର୍ଶନ, ପ୍ରଭୁତି ଉପରେ ବିସ୍ତୃତ ଆଲୋଚନା ଓ ନିଷ୍ପତି ଗ୍ରହଣ କରାଯାଇଛି।

ସେୟାର କରନ୍ତୁ

Next Post

ବାଲେଶ୍ୱର ଟ୍ରେନ ଟ୍ରାଜେଡ଼ି...

Sat Jun 3 , 2023
ବାସ୍ତବ ବ୍ୟୁରୋ: ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ସେହିପରି ଘଟଣା ଉଚ୍ଚସ୍ତରୀୟ ତଦନ୍ତପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଏହି ଦୁର୍ଘଟଣାପାଇଁ ଦାୟୀ ତାହାର ତଦନ୍ତ ହେବ ବୋଲି […]

You May Like

Pin It on Pinterest