ମାଣବସା ଗୁରୁବାର,ଛଉ ନୃତ୍ୟ ଓ ରାବଣ ଛାୟା ସ୍ଥାନ ପାଇଲା କେନ୍ଦ୍ର ଐତିହ୍ୟ ତାଲିକାରେ…

ବାସ୍ତବ ବ୍ୟୁରୋ-ମାଣବସା ଗୁରୁବାର,ଛଉ ନୃତ୍ୟ ଓ ରାବଣ ଛାୟା ସ୍ଥାନ ପାଇଲା କେନ୍ଦ୍ର ଐତିହ୍ୟ ତାଲିକାରେ । ଏହି ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ…

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅମ୍ବାନୀ ଙ୍କ ମିଶନ୍ ସକ୍-ସେସ୍ ଫେସବୁକ୍ ନିବେଶ କରିବ ରିଲାଏନ୍ସ ଜିଓରେ

Wed Apr 22 , 2020
ବାସ୍ତବ ବ୍ୟୁରୋ-ଫେସବୁକ୍ ନିବେଶ କରିବ ରିଲାଏନ୍ସ ଜିଓରେ ୪୩,୫୭୩ କୋଟି ଟଙ୍କା । ଫେସବୁକ୍ ଓ ରିଲାଏନ୍ସ ଜିଓ ମଧ୍ୟରେ ଚୁକ୍ତି ଦ୍ୱାରା ଜିଓ ପ୍ଲାଟଫର୍ମର ମୂଲ୍ୟ ୪.୬୨ ଲକ୍ଷ କୋଟି ଟଙ୍କା ହୋଇଛି । ଫେସବୁକ୍ ଏବେ ରିଲାଏନ୍ସର ସର୍ବବୃହତ ସଂଖ୍ୟାଲଘୁ ଅଂଶୀଦାର ହୋଇପାରିଛି । ଏହାସହ ରିଲାଏନ୍ସ ଜିଓର ୯.୯୯% ଅଂଶଧନ ଫେସବୁକକୁ ମିଳିଛି । ଦେଶରେ ପ୍ରଥମ ଥର କମ ଅଂଶଧନରେ ଏବେ ବଡ଼ ନିବେଶ […]

You May Like

Pin It on Pinterest