ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି

ବାସ୍ତବ ବ୍ୟୁରୋ : ଓଡ଼ିଶା ଚାଷୀଙ୍କୁ ମିଳିଲା ପିଏମ କିଶାନ ଟଙ୍କା । ପିଏମ କିଶାନ ନିଧିର ୧୪ ତମ କିସ୍ତି ଆକାରରେ ୧୮ ହଜାର କୋଟି ବ୍ୟୟ କରିଛନ୍ତି କେନ୍ଦ୍ର ସରକାର । ପୁରୀ ନିଆଳି ଅଂଚଳର ଚାଷୀଙ୍କ ବ୍ୟାଙ୍କା ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିଛି । ଏବେ ଚାଷ କାର୍ଯ୍ୟ ଜାରିରହିଥିବାରୁ ଉକ୍ତ ଟଙ୍କାକୁ ଚାଷ କାର୍ଯ୍ୟରେ ଲଗାଉଥିବା କହିଛନ୍ତି ଚାଷୀ । ଚାଷ କାର୍ଯ୍ୟରେ ଏବେ ମଜୁରୀ, ଟ୍ରାକ୍ଟରରେ ହଳ, ସାର ଓ ଔଷଧ ଦର ଦାମ ବଢୁଥିବାରୁ ସହାୟ୍ତା ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି ଚାଷୀ ।

ସେୟାର କରନ୍ତୁ

Next Post

ମଣିପୁର ପ୍ରସଙ୍ଗରେ ସଂସଦରେ ବୟାନ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

Fri Jul 28 , 2023
ବାସ୍ତବ ବ୍ୟୁରୋ: ମଣିପୁର ଘଟଣାକୁ ନେଇ ବିରୋଧୀମାନେ ଜବାବ୍ ମାଗୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି କି ମଣିପୁର ଘଟଣା ଉପରେ ଚର୍ଚ୍ଚା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି । ଏବେ ବାଚସ୍ପତି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କେବେ ସମୟ ସ୍ଥିର କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ବିରୋଧୀ ମେଣ୍ଟ ଦ୍ୱାରା ଉପସ୍ଥାପନ […]

You May Like

Pin It on Pinterest