୧-କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରୁଛି ପ୍ଲାଜମା ଥେରାପୀ: ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ପ୍ରାରମ୍ଭିକ ଫଳାଫଳ ସନ୍ତୋଷଜନକ ।
୨-ପେଟ୍ରୋଲ- ଡିଜେଲ ବିକ୍ରି ୮୦% ହ୍ରାସ, ରାଜ୍ୟ ସରକାରଙ୍କ କ୍ଷତି ୩୦୦ କୋଟି।
୩-ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଲେ ସୃଜନଶୀଳ ପଦକ୍ଷେପ, ଆରମ୍ଭ କଲେ “ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ।
୪-ଚିନ୍ତାରେ ୨୦ହଜାର ଖଲିପତ୍ର ସିଲେଇ ପରିବାର,ତେଣେ ମଞ୍ଚ ଅନ୍ଧାର, କାନ୍ଦୁଛନ୍ତି ୨୦ ହଜାର କଳାକାର।
୫-ମେ ୩ ପରେ ରଥଯାତ୍ରା ନିଷ୍ପତ୍ତି, ଅକ୍ଷୟ ତୃତୀୟ ଓ ରଥ କାମ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତି ମଣ୍ଡପଙ୍କ ପରାମର୍ଶ ନିଆଯିବ।
୬-ଚଡକ ନେଲା ଜୀବନ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ମୃତ।. ସଠିକ୍ ଖବର ସଠିକ୍ ସମୟରେ ଯାଣିବା ପାଇଁ ଡାଉନ୍ ଲୋଡ୍ କରନ୍ତୁ-/bastabtvAPP

୭-ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କଲେ OUAT ବୈଜ୍ଞାନିକ ଓ କର୍ମଚାରୀ।
୮-ଆଉ ଚାରି ଦିନ ଘୂର୍ଣ୍ଣିଝଡ,୧୦ ଜିଲ୍ଲାରେ ପ୍ରବଳ ଝଡ଼ ବର୍ଷା,୨୯ରୁ ଆଣ୍ଡାମାନରେ ଲଘୁଚାପ।
୯-ସଟ୍ ଡାଉନ୍ କଟକଣା କଡା : ତଦାରଖ ଦାୟିତ୍ୱରେ ୩ ବରିଷ୍ଠ ଆଇଏଏସ, ସୁରକ୍ଷା ସମ୍ଭାଳିବାକୁ ବ୍ୟାପକ ପୋଲିସ ମୁତୟନ।
୧୦-ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ,୩୦%କମିବ ଦଶମ ପାଠ୍ୟକ୍ରମ, ବିଭିନ୍ନ ବିଷୟ ପାଇଁ କମିଟି ଗଠିତ।
୧୧-ଲକ୍ଡାଉନ୍କୁ ମାସେ; ଅଢ଼େଇ ଲକ୍ଷ କ୍ଷୁଦ୍ର ଶିଳ୍ପ ସଂସ୍ଥା ବନ୍ଦ, ୫୦ ଲକ୍ଷ କର୍ମଚାରୀ ବେକାର,ଚାରି ହଜାର କୋଟିର ଖୁଚୁରା ବେପାର ଧରାଶାୟୀ।
୧୨-ବେଗୁନିଆ:ମଦ କାରଖାନା ଠାବ; ୧୭ଲକ୍ଷ ଟଙ୍କା, ଜେନେରେଟର ଓ କାର ଜବତ।
୧୩-ନିଶ୍ଚିନ୍ତକୋଇଲି:ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ନଗସପୁର ସରପଞ୍ଚ ଗିରଫ।




