ଆଜିର ଖାସ୍ ଖବର

୧-ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ Institute of India ତିନି ସପ୍ତାହ ମଧ୍ୟରେ କୋଭିଡ ଔଷଧ ପରୀକ୍ଷା କରିବ।

୨-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ।

୩-ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ।

୪-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଆଲୋଚନା।

୫-ବେଆଇନ ଡଙ୍ଗା ଚାଲାଣ ଓ ରାଜ୍ୟରେ ଅନୁପ୍ରବେଶ ନେଇ ରାଜ୍ୟ ସରକାରଙ୍କ ଚେତାବନୀ: ଅନ୍ୟ ରାଜ୍ୟରୁ ଲୋକଙ୍କୁ ଆଣିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୬-ତିନି ଜିଲ୍ଲାରୁ ହଟିଲା ସଟଡାଉନ୍, ଜାରି ରହିବ ଲକଡାଉନ୍, ଭୁବନେଶ୍ୱରରେ କୋହଳ ହେବନି କଟକଣା।

୭-ତିରିଶ ତାରିଖରୁ ଲଘୁଚାପ, ସପ୍ତାହେ ବର୍ଷିବ,
କାଳବୈଶାଖୀ ପ୍ରଭାବ ଆହୁରି ୪୮ ଘଣ୍ଟା।

୮-ତାଲା ବନ୍ଦ ଭିତରେ ୫୯୩ଟି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି।

୯-ସରକାରଙ୍କର ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରସ୍ତୁତି:୨୨ଜଣ ବରିଷ୍ଠ IAS ଅଫିସରଙ୍କୁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତି।

୧୦-ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କର ଦେହାନ୍ତ।

୧୧-ଛତ୍ରପୁର:ସମୁଦ୍ର ପଥରେ ଚେନ୍ନାଇରୁ ଫେରୁଛି ଆଉ ଦୁଇ ଡଙ୍ଗା,୪୦ ଶ୍ରମିକ ରହିଥିବା ସୂଚନା।

୧୨-ଓଡ଼ିଶାରେ ପହଞ୍ଚିଲେ ଜଷ୍ଟିସ ମହମ୍ମଦ ରଫିକ୍‌, ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।

୧୩-ମେ ଦ୍ବିତୀୟ ସପ୍ତାହରୁ ମାଟ୍ରିକ ଖାତା ଦେଖା,ଜୁନ ୨୦ ସୁଦ୍ଧା ଫଳ ପ୍ରକାଶ ଲକ୍ଷ୍ୟ।

୧୪-ନୟାଗଡ଼:କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଆଲୋଚନା

Mon Apr 27 , 2020
ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ କୋଭିଡ୍-୧୯ ଓ ଲକ୍‌ଡାଉନ୍ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଓଡିଶା ସମେତ ମେଘାଳୟ, ମିଜୋରାମ୍, ପୁଦ୍ଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଛନ୍ତି । ବାକି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲିଖିତ ଭାବେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି। ଆଜିର ବୈଠକରେ […]

You May Like

Pin It on Pinterest