କଟକ ଲୋକସଭା କ୍ଷେତ୍ରରେ ବିକଶିତ ଭାରତ ପ୍ରଚାର ଗାଡ଼ି

ସଂଜୟ ଶତପଥୀ(କଟକ): କଟକ ଲୋକସଭା କ୍ଷେତ୍ରରେ ବିକଶିତ ଭାରତ ପ୍ରଚାର ଗାଡ଼ି ।ଯଶ୍ଵସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର, ଲୋକାଭିମୁଖୀ ଓ ଜନକଲ୍ୟଣକାରୀ କାର୍ଯ୍ୟ ବିଷୟରେ ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ବିକଶିତ ଭାରତ ପ୍ରଚାର ଗାଡ଼ି ଚୌଦ୍ଵାର କଟକ ବିଧାନସଭା ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରଯୁକ୍ତ ନୟନ କିଶୋର ମହାନ୍ତି କଲେଜ ଛକ ସ୍ଥିତ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ଠାରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭାଗୀରଥି ଦଳାଇ, ମହେନ୍ଦ୍ର ମହାନ୍ତି, ମୁନିନ୍ଦ୍ର ଭୋଳ, କର୍ପୋରେଟର ଗୋପାଳ ବେହେରା ,ଦୀପକ ଦାସ, ଚିରଞ୍ଜିବୀ ଖଣ୍ଡାୟତ ରାୟ, ମହେନ୍ଦ୍ର ଶୁକ୍ଳ, ଦୀପକ କାହାଳୀ, ପୂର୍ଣ୍ଣ ଚନ୍ଦ୍ର କାହାଳୀ, ସୀତା ରାଣୀ ସାହୁ, ହରିପ୍ରୀୟା ଧଳ, ସୁଚିତ୍ରା ରାୟ , ବିଧାନସଭା ପ୍ରଭାରୀ ପ୍ରଭାସ ରାଉତ ଓ ସେକ୍ ସବୀର ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

ଭାରତୀୟ ଜାତୀୟ କଂଗ୍ରେସ କୁ ଝଟକା ପଦ୍ମ ଧରିଲେ ତିନିଥର ର ବିଧାୟକ....

Wed Mar 13 , 2024
ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ କୁ ଝଟକା ।ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସ କୁ ବାଏ ବାଏ କଲେ,କଂଗ୍ରେସର ବରିଷ୍ଠ ନେତା ତଥା ତିନିଥର ବିଧାୟକ ଅଜୟ କପୁର ।ସେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଅଜୟ କପୁର ବିଜେପିରେ ଯୋଗ ଦେବାପରେ କହିଛନ୍ତି କି, ଆଜି ପୁନର୍ବାର ଜନ୍ମ ପାଇଲି ।ମୁଁ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବାରରେ ଯୋଗ ଦେଇ ଅତ୍ଯନ […]

You May Like

Pin It on Pinterest