ନିଷ୍ଠା ପରିବାର ଦ୍ଵାରା ଅସହାୟ ଅବସ୍ଥାରେ ପଡିଥିବା ମହିଳା ଉଦ୍ଧାର….

ନବୀନ ଦାଶ(ବରଗଡ):୩୦/୩-ବରଗଡ଼ କାଳି ମନ୍ଦିର ସ୍ଥିତ ଏ ଟି ଏମ ପାଖରେ ଅସହାୟ ଅବସ୍ଥାରେ ଏକ ମହିଳା ପଡିଥିବା ଖବର ନିଷ୍ଠା ପରିବାର ପାଇ, ନିଷ୍ଠା ପରିବାର ର ମହିଳା ସଦସ୍ୟା ସୂତପା ଗଡତୀଆ ଓ ସହ ସମ୍ପାଦକ ସଙ୍କେତ ଆଠଘରା ପହଞ୍ଚି ତୁରନ୍ତ ତାଙ୍କୁ ଏକ ଟେମ୍ପୁ ଯୋଗେ ଖେଦାପାଲି ଡାକ୍ତରଖାନା କୁ ପଠେଇ ଥିଲେ।

ତାଙ୍କ ଘର ବାନ୍ଦୁ ଟିକ୍ରା ବରଗଡ଼ କହୁଥିବାବେଳେ ନିଜ ର ନାଆଁ ଭଲ ସେ କହି ପାରୁ ନଥିଲେ। ବର୍ତ୍ତମାନ ସେ ଖେଦାପାଲି ଡାକ୍ତର ଖାନା ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।ତାଙ୍କର ଡାହାଣ ଗୋଡ ରେ ଆଘାତ ହୋଇଥିବା ଜଣାପଡିଛି।ଆଶା,ମାଁ ସମଲେଶ୍ଵରୀ ଙ୍କ କୃପା ରୁ ଶିଘ୍ର ଭଲ ହେବେ ତା ପରେ ତାଙ୍କୁ ବୃଦ୍ଧାଶ୍ରମ ରେ ଥଇଥାନ କରାଯିବ ବୋଲି ସୂଚନା ମିଳିଛି।

ସେୟାର କରନ୍ତୁ

Next Post

ଚୌଦ୍ବାର-କଟକ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ...

Sat Mar 30 , 2024
ସଂଜୟ ଶତପଥୀ(କଟକ): ଚୌଦ୍ବାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇ ଥିବାରୁ,ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ।ଏହି ଅବସରରେ ଚୌଦ୍ବାର-କଟକ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ […]

You May Like

Pin It on Pinterest