ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନର ୫୩ ଜଣ ଶିକ୍ଷା ନିବେଶ ଙ୍କ ଓଡିଶା ବିଧାନସଭା ପରିଭ୍ରମଣ…

ପ୍ରମୋଦ ନାୟକ(ଭୁବନେଶ୍ବର): ୦୫/୦୪/୨୦୨୪- ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ତରଫରୁ ୫୩ ଜଣ ଶିକ୍ଷା ନିବେଶ ଓଡିଶା ବିଧାନସଭା ପରିଭ୍ରମଣ କରିଥିଲେ ।

ଏହି ଅବସରରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ଉକ୍ତ ଶିକ୍ଷା ନିବେଶ ମାନଙ୍କୁ ଓଡିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଶ୍ରୀ ସତୀଶ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗ୍ରନ୍ଥାଗାର) ଶ୍ରୀମତୀ ଆରତି ମିଶ୍ର, ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ବେହେରା, ଓ ବିଧାନସଭାର କର୍ମଚାରୀମାନେ ତାଲିମ ପ୍ରଦାନ କରିଥିଲେ ।ଏହି କର୍ଯ୍ୟକ୍ରମରେ ଉକ୍ତ ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ରାଉତରାୟ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୃତିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ତାଳଚେର ଏନଟିପିସିରେ ଅଗ୍ନିକାଣ୍ଡ....

Sat Apr 6 , 2024
ବାସ୍ତବ ବ୍ୟୁରୋ: ତାଳଚେର କଣିହାଁ ଏନଟିପିସିରେ ଭୟାବହ ଅଗ୍ନିକାଣ୍ଡ । କୋଇଲାରେ ନିଆଁ ଲାଗିଥିବାରୁ ପୁରା ଅଂଚଳ ଧୂଆଁମୟ ହୋଇଯାଇଛି ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରବଳ ଖରା ସାଙ୍ଗକୁ ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି । ଆଜି ସକାଳ ପ୍ରାୟ ୮ଟା ୧୦ ମିନିଟ୍ ସମୟରେ କୋଇଲା ସ୍ଥାନାନ୍ତର ପଏଂଟ ୧୬ରେ ଅଗ୍ନିକାଣ୍ଡ ଘଟିଥିଲା । ସିଆଇଏସଏଫ ଦ୍ୱାରା ତୁରନ୍ତ […]

You May Like

Pin It on Pinterest