ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ…

ବାସ୍ତବ ବ୍ୟୁରୋ: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥର ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେ୍ଥିମଧ୍ୟରୁ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି।

ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମସିଏ/ଏମଏସସି (କଂପ୍ୟୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା, ସିଭିଲ ଇଞ୍ଜିନିୟରିଙ୍ଗରେ ରବୀନ୍ଦ୍ର ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ପୂର୍ବପ୍ରିୟା ନାୟକ ଓ ମେକାନିକାଲ ଇଞ୍ଜିନିୟରିଙ୍ଗରେ ଗୋବିନ୍ଦ ନାୟକ ଏବଂ କମ୍ପ୍ୟୁଟର ସାଇନ୍ସରେ ଆକାଶ କୁମାର ଦାସ ଟପ୍ପର ହୋଇଛନ୍ତି।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡା,ଆସନ୍ତା କାଲି ସକାଳ ୮ରୁ ଭୋଗଣତି ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି...

Mon Jun 3 , 2024
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା):ତା ୦୩/୦୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଛି ଭୋଟ୍ ଗ୍ରହଣ। କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ଆସନ୍ତାକାଲି ସକାଳ ୮ଘଟିକାରୁ ଆରମ୍ଭ ହେବ ଭୋଟଗଣତି । ପ୍ରତ୍ୟେକ ବିଧାନସଭା ପାଇଁ ୧୦ ଲେଖାଏଁ ଟେବୁଲ୍‌ର ଆୟୋଜନ କରାଯାଇଛି ।ବିଧାନସଭା ଭୋଟ ଗଣତି ପାଇଁ ମୋଟ୍ ୫୦ଟି ଟେବୁଲ୍‌ ରହିଛି ।କ୍ରମିକ ନମ୍ବର ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଭୋଗଣତି […]

You May Like

Pin It on Pinterest