ସୁଭଦ୍ରା ଯୋଜନା ପାଇଁ କୌଣସି ଫର୍ମ ବାହାରିନାହିଁ

ଭୁବନେଶ୍ୱର(ନି.ପ୍ର): ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି,ସୁଭଦ୍ରା ଯୋଜନା SOP ଚାଲିଛି ।ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ।କୌଣସି ଫର୍ମ ବାହାରି ନାହିଁ,ଏସ୍‌ଓପି ପ୍ରସ୍ତୁତି ଚାଲିଛି ।

ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁ
ବୁଦ୍ଧିଜୀବୀଙ୍କ ମତାମତ ପରେ ଏସ୍‌ଓପି ପ୍ରସ୍ତୁତ କରାଯିବ
ସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ ।
କୌଣସି ୱେବସାଇଟ୍‌ ଖୋଲିନି ,କେହି ଭ୍ରମିତ ହୁଅନ୍ତୁ ନାହିଁ,ଏଥିପାଇଁ ଇନକମ୍‌ ସାର୍ଟିଫିକେଟ ଦରକାର ପଡ଼ିବ ନା ନାହିଁ ସ୍ଥିର ହୋଇନାହିଁ ।ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ ହେବ ।

ସେୟାର କରନ୍ତୁ

Next Post

ଓଡ଼ିଶାର ଯୁବକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ନୂଆ ଘୋଷଣା....

Sat Jul 27 , 2024
ଭୁବନେଶ୍ୱର(ନି.ପ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଯୁବକଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି। ଯେଉଁ ଯୁବକମାନେ ଅଗ୍ନିବୀର ଭାବେ ଦେଶର ସେବା କରି ଫେରୁଛନ୍ତି ସେମାନଙ୍କ ପାଇଁ ରାଜ୍ୟର ୟୁନିଫର୍ମ ସେବା କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ […]

You May Like

Pin It on Pinterest