
ସଂଜୟ ଶତପଥୀ(କଟକ): ଭାଜପା କଟକ ନଗର ଶିକ୍ଷକ ପ୍ରକୋଷ୍ଠ ତରଫରୁ ବାଖରାବାଦ ସ୍ଥିତ ଗାନ୍ଧି ଭବନରେ ଆର ବାଲ ସୁବ୍ରମଣ୍ୟମଙ୍କ ଲିଖିତ Power within the leadership legacy of Narendra Modi ପୁସ୍ତକ ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଥିଲା।କଟକ ନଗର ସଂଯୋଜିକା ଶ୍ରୀମତୀ ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇ ପୁସ୍ତକ ଲିଖିତ ନରେନ୍ଦ୍ର ମୋଦିଙ୍କ ବିଶ୍ଵଗୁରୁ ଭାରତ ଦୃଷ୍ଟିକୋଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।
ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ନଗର ସହ ସଂଯୋଜକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ପୃଷ୍ଟି, ମୁଖ୍ୟ ବକ୍ତା ଭାବେ ବେଦ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର କାନୁନଗୋ,ଡ଼ଃ ବୈଜୟନ୍ତୀ ଶତପଥୀ,ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ଓଡିଶା ସଭାପତି କିଶୋର ମହାନ୍ତି,କଟକ ଶିକ୍ଷକ ସଙ୍ଘ କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ବସ୍ତିଆ,ଶିକ୍ଷା ବିକାଶ ସମିତିର ସୁକାନ୍ତ ପ୍ରଧାନ, ଅଜୟ ଜଟ୍ଟ, ଅଧ୍ୟାପକ ଦୀପ୍ତାଂଶୁ ଭୂଷଣ ପତି, ଶିଶୁଭାରତୀ ର ମିଲନ ବଡୁ, ଅଧ୍ୟାପକ ସରୋଜ ମିଶ୍ର,ଶେଖ କମରୁଦ୍ଦିନ,ଅଶୋକ ପଣ୍ଡା, ଡ଼ଃ ରମେଶ ଦାସ, ଡ଼ଃ ଶ୍ୟାମା ଆଭା କାନୁନଗୋ, ଡ଼ଃ ସୁଧାମୟୀ ବେଉରା, ଅଗସ୍ତି ସାର,ଅରୁଣ ବେହେରା, ସୁଚିତ୍ରା ରାୟ,ସାରଦାକାନ୍ତ ମିଶ୍ର, ପ୍ରସନ୍ନ ମହାନ୍ତି, ମୀରା ବେଉରା, ମାନସ ରଞ୍ଜନ ଦାସ,ସୁରେଶ ପଣ୍ଡା, ନୀଳମଣି ବିଶ୍ୱାଳ, ମନୋଜ ବିଶ୍ୱାଳ, ପ୍ରମୋଦ ରାଉତ, ପ୍ରକାଶ ପରିଜା, ସଞ୍ଜୟ ବେହେରା , ପ୍ରଶାନ୍ତ ଦାସ, ସୁରେଶ ଚନ୍ଦ୍ର ବେହେରା, ସଂଘମିତ୍ରା ଜେନା, ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ, ଉପେନ୍ଦ୍ର ପ୍ରସାଦ କର, ସରୋଜ କୁମାର ରାଉତ, ଶଶୀ ଶେଖର ମହାରଣା, ଚିତ୍ତରଞ୍ଜନ ଭୋକ୍ତା, ନିରଞ୍ଜନ ରାଉତ, ଅଖିଳ କୁମାର ତ୍ରିପାଠୀ, ମନମୋହନ ବେହେରା, ଲକ୍ଷ୍ମୀ ବାରିକ, ଏକାଦଶୀ ସାର, ସୁଚିତ୍ରା ଦାସ, ସରୋଜ ଦାସ, ତନୁଶ୍ରୀ ମହାନ୍ତ, ଡ଼ଃ ସୌମ୍ୟା ସୁଭଦର୍ଶିନୀ, ସଶ୍ମିତା ମିଶ୍ର, ମାନସୀ ଜେନା, ପବିତ୍ର ନାୟକ, ଯତୀନ୍ଦ୍ର ପଣ୍ଡା, ଶୁକଦେବ ସ୍ୱାଇଁ, କାମନା ମିଶ୍ର, ସୁକାନ୍ତ କୁମାର ସାହୁ, ରିତା ରାଉତ, ଦେବାଶିଷ ଦାଶ, ସୀତାଞ୍ଜଳି ରାଉତ, ସାରା ସାହୁ, ଡଲି ସାହୁ, ଅଞ୍ଜନା ବେହେରା, ଗୀତା ସ୍ୱାଇଁ, କନକ ରାଉତ, ଡଲି ନାୟକ, ରାକେଶ ଦଳେଇ, ସୁଦୀପ୍ତ ରାଉତ ରାୟ,ଜ୍ୟୋତିର୍ମୟୀ ଦାସ ପ୍ରମୁଖ କଟକର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଅଧ୍ୟାପକ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।



