ବାସ୍ତବ ବ୍ୟୁରୋ-ଏଣିକି ରାଜ୍ୟରେ ସବୁ ଜୋନରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ସବୁ ବନ୍ଦ ରହିିିବ। ଲୋକେ ଘରୁ ନବାହାରିବା ଉପରେ କଟକଣା ଲାଗିଛି । ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ତେବେଏହି କଟକଣା ସମୟରେ ଜରୁରୀ ସେବା ଓ ପରିବହନ ଚାଲିବ । ଜରୁରୀ ସେବାରେ ଥିବା କର୍ମଚାରୀ କଟକଣାରୁ ବାଦ୍ ଦିଆଯାଇଛି |ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ସନ୍ଧ୍ୟା ୭ଟାରୁ ସକାଳ ୭ଟା କେହି ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି । ଏହି ନିୟମ ଏପ୍ରିଲ ୧୭ ଯାଏଁ ବଳବତ୍ତର ରହିବ ବୋଲି ପୋଲିସ କମିିିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।
Next Post
ଆଜିର ଖାସ୍ ଖବର
Tue May 5 , 2020
୧- ଦିଲ୍ଲୀ ସରକାର ଙ୍କର ନୂଆ covid-19 ଟିକସ। ବିଦେଶୀ ମଦ ଇପରେ ୭୦% ଟିକସ। ୫୦୦ ଟଙ୍କା ମଦ ର ଦାମ ୮୫୦ ହେଲା। ୨-ଜାମ୍ମୁ କାଶ୍ମୀର CRPF କ୍ୟାମ୍ପରେ ଆତଙ୍କି ହାମଲା। ୩ ଯବାନ ସହିଦ। ଭାରତୀୟ ସେନା ର ଜବାବି ଆକ୍ରମଣ ରେ ୨ ଆତଙ୍କୀ ନିପାତ। ୩-ଭାରତରେ ଗୋଟିଏ ଦିନରେ ସର୍ବାଧିକ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ ୩୫୦୦ରୁ ଅଧିକ ରୋଗୀ ଚିହ୍ନଟ। […]

You May Like
-
6 years ago
ଭଲ ଖବର:ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ
-
7 months ago
ବରଗଡ,ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର…
-
12 months ago
ପଦ୍ମଶ୍ରୀ କାହାର?ଦୁଇ ଅନ୍ତର୍ଯ୍ୟାମୀ କଳି ଏବେ ହାଇକୋର୍ଟ ରେ….
-
6 months ago
ନିଆରା ରାକ୍ଷୀର ସମ୍ଭାର…


