ଶଙ୍କର ପୁର ସାହି ଅଧିକାରୀଙ୍କୁ ବାଦାମ ବାଡି ଠାରେ ଶ୍ରଦ୍ଧାଞ୍ଜଳି….

ସଂଜୟ ଶତପଥୀ(କଟକ)୨୩-୬-୨୫:ଶଙ୍କର ପୁର ସାହି ଅଧିକାରୀ ସାମ୍ୟବାଦୀ ସୁରେଶ ଚନ୍ଦ୍ର ବାରିକ ଙ୍କ ବିୟୋଗରେ ସିପିଆଇ ଶଙ୍କର ପୁର ଶାଖା ଓ ବାଦାମବାଡ଼ି ଉଠା ଦୋକାନୀ ମହାସଂଘ ପକ୍ଷରୁ ବାଦାମ ବାଡି ଠାରେ ଛତ୍ର ବଜାର ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ସିପିଆଇ ଜିଲ୍ଲା ସଂପାଦକ ସୂଚନା ଦେଇଥିଲେ।
ଉଠା ଦୋକାନୀ ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତି,
ସିପିଆଇ ନଗର ସଂପାଦକ ପ୍ରସନ୍ନ ମହାପାତ୍ର, ଇସ୍କଫ ରାଜ୍ୟ ସାଧାରଣ ସଂପାଦକ ସଞ୍ଜୟ ପରିଜା, ନିତ୍ୟାନନ୍ଦ ନାୟକ,ଛବି ଖୁଣ୍ଟିଆ,

ପ୍ରସନ୍ନ ବିଶ୍ଵାଳ,ଶିବ ବେହେରା,ଶରତ ଦାସ, ବାସନ୍ତୀ ସ୍ବାଇଁ,ନେନା ଦେହୁରୀ, ମିହିର ବିଶ୍ଵାଳ, ଙ୍କ ସମେତ ବହୁ ସଂଖ୍ୟା ରେ ବିଭିନ୍ନ ବଜାରର ଉଠା ଦୋକାନୀ ମହାସଂଘ ର ନେତୃତ୍ବ ଯୋଗଦେଇ କମ୍ରେଡ ବାରିକ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

     
ସେୟାର କରନ୍ତୁ

Next Post

ଲୋକ ନାଟକ ମହୋତ୍ସବ ଏବଂ ଗୁରୁ ଭଗବାନ ସାହୁଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ...

Mon Jun 23 , 2025
ଲୋଇସିଂହା(ନି.ପ୍ର)୨୩/୦୬/୨୦୨୫: ଗତକାଲି   ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ସୁର ସଙ୍ଗମ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଲୋଇସିଂହା ଆଇ.ସି.ଡ଼ି.ଏସ୍. ଠାରେ ଏକ ଦିବସୀୟ ଲୋକ ନାଟକ ମହୋତ୍ସବ ଏବଂ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନିସାର ଅହମଦ ନିସାରଙ୍କ ପ୍ରାରମ୍ଭିକ […]

You May Like

Pin It on Pinterest