ଓଡିଶା ଜନତା ସଂଘର୍ଷ ସମିତିର ନୂଆଁଖାଇ ବନ୍ଧୁ ମିଳନ…

ବରଗଡ଼୦୨/୦୯(ନବୀନ କୁମାର ଦାଶ):ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ରେ ସ୍ବେଛାସେବୀ ଜନକଲ୍ୟାଣ ସଂଗଠନ-ଓଡିଶା ଜନତା ସଂଘର୍ଷ ସମିତି,ବରଗଡ଼ ପକ୍ଷରୁ ୨ୟ ବର୍ଷ “ନୂଆଁଖାଇ ଭେଟଘାଟ” ଆୟୋଜିତ ହୋଇ ଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମିତିର ବରିଷ୍ଠ ସଭ୍ୟ କାମ ଦେବ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ।ସଭାପତି କିଶୋର ଚନ୍ଦ୍ର ସାହୁ ଙ୍କ ଆବାହକ ଏବଂ ଉପସଭାପତି ଅଭୟ କୁମାର ପଧାନ,ସମ୍ପାଦକ ମେଘନାଦ ସାହୁ ଏବଂ ସହ- ସମ୍ପାଦକ ନେପାଳ ଦୁଆନଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମାଜର ପ୍ରତ୍ୟେକ ବର୍ଗର ଅତିଥି ତଥା ଶୁଭେଛୁ ବନ୍ଧୁଗଣ ଯୋଗଦାନ କରି ନୂଆଁଖାଇ ଶୁଭେଚ୍ଛା ଜଣାଇ ଥିଲେ।ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା :ପାୱାର ଅଫ ଦିବ୍ୟାଙ୍ଗ, ନିଷ୍ଠା ପରିବାର,ସମ୍ପର୍କ ପରିବାର, କୌଶଳ ଏକାଡେମୀ,ସମ୍ବିଧାନ ସୁରକ୍ଷା ମଂଚ,ଅଭିଜିତ ଫାଉଣ୍ଡେ ସନ (ଆଶ୍ରା),ଏଚିଭରସ ହେଲ ପିଙ୍ଗ ଫାଉଣ୍ଡେସନ,ସେବା ଫାଉଣ୍ଡେସନ,ବି-ପଜିଟିଭ ଫାଉଣ୍ଡେସନ,ଜିଲ୍ଲା ସମାଜ ସେବୀ ସଂଗଠନ,ଜିଲ୍ଲା କୃଷକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମିତି ପକ୍ଷରୁ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।

ଉକ୍ତ ନିଆରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ :ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ,ମାହେଶ୍ୱରୀ ଗ୍ରୁପ୍ର ଅଫ ଇନଷ୍ଟିଚୂସନ ବରଗଡ଼ର ସଭାପତି ଫକୀର କର୍ଣ୍ଣ,ପାୱାର ଅଫ ଦିବ୍ୟାଙ୍ଗର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ,ଉପ ସଭାପତି ଅଶୋକ ଅଗ୍ରୱାଲ, ମିଟ କମ୍ପୁଟର ବରଗଡ଼ର ମୁଖ୍ୟ ସରୋଜ ମାଝୀ,ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ଭୋଇ,ବିଜେପି ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ,ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପତିତପାବନ ସାହୁ,ମହିଳା ମହାବିଦ୍ୟାଳୟ,ବରଗଡ଼ର ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ ପଣ୍ଡା,ନିଶାମଣି ଉଚ୍ଚବିଦ୍ୟାଳୟ ବରଗଡର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦିବ୍ୟକାନ୍ତି ଭୋଇ, ତୋରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ପଧାନ,ଏ.ଇ.ଏମ. ଇଂଲିଶ ବିଦ୍ୟାଳୟର ନିର୍ଦ୍ଦେଶକ ୟଶବୀର ସିଂ,ସମାଜସେବୀ ସର୍ଦାର ପ୍ରିତମ ସିଂ,ଦିବାକର ମାଝୀ,ପାଣ୍ଡବ କର୍ଣ୍ଣ,ସୁକାନ୍ତ ଦାଶ,ଭଗବାନ ପଧାନ,ଧ୍ରୁବ ଚରଣ ହୋତା,ଅଶ୍ୱିନୀ ତ୍ରିପାଠୀ, ଅସିତସ୍ୱାଇଁ,ରିଂକେଶ ମିଶ୍ର,ବଳ ରାଜ ବିର୍ତ୍ତୀଆ,ଦୟାନିଧି ପଧାନ, ମାମି ମିଶ୍ର,ଉପେନ୍ଦ୍ର ଘିବିଲା, ସୁବାଷ ପଧାନ,ପବିତ୍ର ଦେହେରି, ରାଜକିଶୋର ଦୋରା,ନାରାୟଣ ଗଡ଼ତିଆ,ବଳିଷ୍ଠ ଦୁର୍ଗା,କୋଶଳ ସେନାର ସଭାପତି ବୀରବଲ ମହାକୁର,ଚାଷୀ ନେତା ରମେଶ ମହାପାତ୍ର,କିଶୋର ଦେବତା, ସାମ୍ବାଦିକ ମାନଙ୍କ ମଧ୍ୟରେ ଉମେଶ ବିଶ୍ୱାଳ,ଆଶୁତୋଷ ରଥ,ହରିଶ ଭୋଇ ବଦ୍ରି ପ୍ରସାଦ ସାହୁ,ବାଲାଜୀ ତରାସିଆ, ସଞ୍ଜୀବ ମହାପାତ୍ର,ଜନ ନିଉଟନ ସିଂ,ପ୍ରଦୀପ୍ତ ଭାନୁ ମହାନ୍ତି, ବୀରେନ ପ୍ରଧାନ,କିଶନ ଅଗ୍ରୱାଲ,ଭଟଲି ଦଧିବାମନ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ୟାମଲାଲ,କମଗାଁ ଜୁନିଅର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ତାଲଶ୍ରୀଗିଡା ଉଚ୍ଚବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପଧାନ,ଲଚିଦା ଉଚ୍ଚବିଦ୍ୟାଳୟ ର ଶିକ୍ଷକ ରମେଶ ଚନ୍ଦ୍ର ଭୋଇ,ବରାହ ଗୋଡା ଉଚ୍ଚବିଦ୍ୟାଳୟ ର ଶିକ୍ଷକ ରମେଶ ପଧାନ,ହାତୀସର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାଣିକ ମାଝୀ,ବାର ପାହାଡ଼ ଉଚ୍ଚବିଦ୍ୟା ଳୟ (ବନ୍ଦା) ଖରମୁଣ୍ଡା ର ଶିକ୍ଷକ ରମେଶ ସାହୁ,ଜର୍ଜ ଉଚ୍ଚବିଦ୍ୟା ଳୟ ବରଗଡ଼ ର ଶିକ୍ଷକ ସୁରେଶ କୁମାର ଦାଶ,ରାଣା ପ୍ରତାପ ଉଚ୍ଚବିଦ୍ୟାଳୟ,ବରଗଡ଼ର ସଂସ୍କୃତ ପଣ୍ଡିତ ଗୋପବନ୍ଧୁ ପୁରୋହିତ, ସୁନା ଲରମ୍ଭା ଉଚ୍ଚବିଦ୍ୟାଳୟ ର ଶିକ୍ଷକ କିରଣ ବିଶ୍ୱାଳ,ଶିକ୍ଷକ ଅରବିନ୍ଦ ଗୁପ୍ତା, ଅବସର ପ୍ରାପ୍ତ ସ୍କୁଲ ଏସ.ଆଇ. ନାଥ ପ୍ରଧାନ,ନିରାକାର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ସାହୁ,ସିମେଣ୍ଟ ନଗର ଉଚ୍ଚବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ କପିଳ ବାଗ,ପୁର୍ଣଚନ୍ଦ୍ର ପଧାନ,କେଦାରନାଥ ଶର୍ମା, ମହେଶ ପଧାନ,ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ,ବରଗଡ଼ ପରିଚାଳନା କମିଟି ର ସଭାପତି ଡ଼ା ଦିଲୀପ କୁମାର ପଣ୍ଡା,କାର୍ଯ୍ୟକାରୀ ସଭାପତି ସୌଭାଗ୍ୟ ରଞ୍ଜନ ନାୟକ,ସମ୍ପାଦକ ଇ.ଅରୁଣ କୁମାର ହୋତା,ସଭ୍ୟ ଅଧ୍ୟାପକ ରବି ନାରାୟଣ ସାହୁ,ସମାରୁ ପଧାନ,ସୁଶୀଲ କୁମାର ସାହୁ , ଅଶୋକ ପଧାନ,ଶରତ କୁମାର ସାହୁ,ମନୋରଞ୍ଜନ ସାହୁ,ଭକ୍ତ ଚରଣ ଦାଶ,ସମିତି ର ବରିଷ୍ଠ ସଭ୍ୟ ତ୍ରିଲୋଚନ ସାହୁ,ସୂର୍ଯ୍ୟ କୁମାର ସେଠ,ଭରତ ଚନ୍ଦ୍ର ସାହୁ,ମିତ୍ରଭାନୁ ବିଶ୍ୱାଳ,ହରି ବୋଲ ଅଦାବର,ମଧୁସୁଦନ ସାହୁ ,ହେମନ୍ତ ପଧାନ,ଅର୍ଜୁନ ସରାଫ,ବୀରେନ କୁମାର ସାହୁ,ଶ୍ୟାମଘନ ଝାଙ୍କର, ନବଘନ ଝାଙ୍କର,ଖିରେଶ୍ୱର ବେହେରା,ସମାଜ ସେବୀ ରାଜେନ୍ଦ୍ର ବାଗ,ଜଟାଧାରି ପଧାନ,ଅଶୋକ ଭୋଇ,ଡାକ୍ତର ବିଶି,ରାହୁଲକୁମାରଦାଶ,ହରିହରସାହୁ,ସରୋଜସାହୁ,ପ୍ରଶାନ୍ତସାହୁ,ମନରଞ୍ଜନମେହେର,ପଣ୍ଡିତପ୍ରସନ୍ନଆଚାର୍ଯ୍ୟ,ଧିରେନଦେବତା,ସ୍ୱରୂପଭୋଇ,ଗୋବର୍ଦ୍ଧନଭୋଇ,ଅଚ୍ୟୁତବାରିକ,ଦୁଃଖୀସେବକସାହୁ,ସୁଶୀଳାପଶାୟତ,ଶିବାୟନୀ ପଣ୍ଡା,ଗଣେଶ ବର୍ଗେ,ପ୍ରମୋଦ ସାହୁ,ରଘୁ ପଧାନ,କୈଳାସ ସେଠ,କାମଦେବ ବେହେରା ପ୍ରମୁଖ ବୁଦ୍ଧିଜୀବୀ ତଥା ପାୱାର ଅଫ ଦିବ୍ୟାଙ୍ଗର ସଦସ୍ୟ ବସନ୍ତ ଭୋଇ,ତରଣୀ ସୁନା,ଯୋଗେନ୍ଦ୍ର କଠାର,କମଳ ସାହୁ,ସୁମନ୍ତ ପଧାନ ଉପସ୍ଥିତ ଥିଲେ।

ଏହି ଅବସରରେ ବରଗଡ଼ର ସାମଗ୍ରିକ ବିକାଶ ନିମନ୍ତେ ଗଠନ ମୂଳକ ପ୍ରସଙ୍ଗ ଗୁଡିକ ଉପରେ ବକ୍ତା ଗଣ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପରେ ସାମୁହିକ ସୁସ୍ୱାଦୁ ଭୋଜନ ରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇ ଥିଲା।ଶେଷରେ ଦୁଃଖୀ ସେବକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଜଗନ୍ନାଥାୟନ କାର୍ଯକ୍ରମରେ ନୀଳାଦ୍ରି ବିହାରୀ ନାଟକ ଉଚ୍ଚ ପ୍ରଶଂସିତ

Thu Sep 4 , 2025
ବ୍ରହ୍ମପୁର୦୩.୦୯.୨୫: ଉତ୍କଳରେ ଯେତେ ଥର ମୋଗଲ ଗୋଳ ହୋଇଛି, ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ତତ୍କାଳୀନ ଗଜପତି ମହାରାଜା ଗଣ ନିଜର ଶକ୍ତି ସାମର୍ଥ ପ୍ରଦର୍ଶନ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁରକ୍ଷିତ ରଖିଛନ୍ତି। ରାଜା ରାମଚନ୍ଦ୍ର ଦେଓ କିଭଳି ତକିଖାଁ କବଳରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚିଲିକାର ଗୁରୁବାଇ ଦୀପକୁ ଆଣି ପୁଣି ଠାକୁର ମାନଙ୍କୁ ରତ୍ନ ସିଂହାସନରେ ଅବସ୍ଥାନ କରାଇଥିଲେ ଓ ଗୁମଟରେ ବଡ଼ ଠାକୁରଙ୍କୁ ବିଜେ କରାଇ ସର୍ବଧର୍ମର ସମନ୍ନୟ […]

You May Like

Pin It on Pinterest