୧-ଆଜି ସକାଳୁ ନୂଆ ୧୭ କୋରୋନା ପଜିଟିଭ୍, ଗଞ୍ଜାମ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୧ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଚିହ୍ନଟ ହୋଇଛନ୍ତି।
୨-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ।
୩-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍ଲାଇନ୍ରେ ଇ-ପାସ୍ ପ୍ରଦାନ କରାଯିବ।

୪-ପାଣିପାଗ: ଆସନ୍ତା ୧୧ତାରିଖ ଯାଏଁ ଲାଗି ରହିବ କାଳ ବୈଶାଖୀ।
୫-ଖାକିରେ ଲାଗିଲା କଳଙ୍କର ଛିଟା, କ୍ୟାପିଟାଲ ଥାନାର କାର୍ଯ୍ୟରତ ASIଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ନିଲମ୍ବନ କଲେ କମିଶନର।
୬-ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଏବଂ ମୟୂରଭଞ୍ଜ ଓ ଜଗତସିଂପୁରକୁ ଅରେଞ୍ଜ ଜୋନ୍ ଘୋଷଣା।
୭-August 23 ରେ JEE Advanced,Rank ପାଇଲେ ହେବ IITରେ ଆଡ଼ମିଶନ।
୮-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ।
୯-କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ – ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଲୋଚନା।