କଟକ ଜିଲ୍ଲା ମିନିଟ୍ରକ ମାଲିକ ମହାସଂଘ ର କାର୍ଯ୍ୟାଳୟ ଉଦ୍ଘାଟିତ…

କଟକ(ନି.ପ୍ର)୨୪/୧୦/୨୫:କଟକ ୪୨ ମୌଜା ନିକଟସ୍ଥ ଝିଙ୍କିରିଆ ଠାରେ କଟକ ଜିଲ୍ଲା ମିନିଟ୍ରକ ମାଲିକ ସଂଘ ର ନୃତନ୍ କାର୍ଯ୍ୟାଳୟ ଯଥାବିଧି ଶୁଭ ଉଦଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଈଂ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନନୀୟ ଅତିଥି କଟକ ଆର. ଟି. ଓ ଶ୍ରିଯୁକ୍ତ ବିଶ୍ୱଜିତ୍ ଦାଶ,୪୨ ମୌଜା ଥାନା ଆଇ.ଆଇ.ସି, ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଣେଶ ମାହାରୀ, ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଟ୍ଟନାୟକ, ସନ୍ତୋଷ କର,ରଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ,ଉମେଶ ଚନ୍ଦ୍ର ମହାନ୍ତି,ରାଜ୍ଯ ସହ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ସେଠୀ,ଶ୍ରୀଯୁକ୍ତ ଆର୍ତ୍ତ ତ୍ରାଣ ବାରିକ,ଭାରତ ମସଲା ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପଣ୍ଡା, କଟକ ଜିଲ୍ଲା ସଭପତି ଶ୍ରୀଯୁକ୍ତ ରାଜେଶ କୁମାର ର ସ୍ବାଇଁ, କଟକ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଚିନ୍ମୟ ଦେବତା,କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ଲେଙ୍କା ନିଜ ବକ୍ତବ୍ଯରେ ଗାଡି ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଓ ସରକାରୀ ନୟମ ସମ୍ବନ୍ଧ ରେ ଆଲୋଚନା କରିଥିଲେ।

ସଦସ୍ୟ, ଶ୍ରୀଯୁକ୍ତ ପ୍ରମୋଦ ଦେବତା, ସୁନୀଲ ଦେବତା, ନିତ୍ୟାନନ୍ଦ ମହାପାତ୍ର, କାଲିଆ ଦେବତା, ସିଲୁ ଦେଵତା, ଗୋଲକ ପରିଡ଼ା, ବାବୁଲି ସ୍ବାଇଁ, ଗୁଡୁ ନନ୍ଦ, ଦୁଷ୍ମନ୍ତ କୁମାର ନନ୍ଦ, ଆନନ୍ଦ ଦେବତା, ସୁଜିତ କୁମାର ଦେବତା, ନିରଞ୍ଜନ ମହାରଣା, ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସୁ ପରିଚାଳନାରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ସଂବଲପୁର ବିଶ୍ବବିଦ୍ୟାଳୟ ର ଆନ୍ତଃ ମହାବିଦ୍ୟାଳୟ ୨୦୨୫ ଫୁଟବଲ ପ୍ରତିଯୋଗିତା...

Sat Oct 25 , 2025
ବରଗଡ଼(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ଆଂଚଳିକ କିଷାନ ମହାବିଦ୍ୟାଳୟ ର ରଂଜିତା ଖେଳ ପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆନ୍ତଃ ମହା ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜି୨୪/୧୦ ଶୁକ୍ରବାର ଦ୍ଵିତୀୟ ଦିବସରେ ୭ ଟି ମହାବିଦ୍ୟାଳୟ ର ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ।ଏହା ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଳା ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି।ଆଜି ଦ୍ଵିତୀୟ ଦିବସରେ ୧୪ ଟି ମହାବିଦ୍ୟାଳୟ ଅଂଶ ଗ୍ରହଣ […]

You May Like

Pin It on Pinterest