
–ଯାଜପୁର ଟାଉନ କାଳୀ ପୂଜା ଆମସାହି ମେଢ଼ ପ୍ରତିଯୋଗିତାର ବିଜେତା ଘୋଷଣା
–ବେଷ୍ଟ ତୋରଣ- ମାଆ ଆଦ୍ୟ ଗରୁଡ଼ କାଳୀ ପୂଜା କମିଟି
-ବେଷ୍ଟ ମୂର୍ତ୍ତି- ନାରାୟଣ ଛକ ପୂଜା କମିଟି
-ବେଷ୍ଟ ମେଢ଼- ଗରିଆପୁର ଶ୍ୟାମାକାଳୀ କମିଟି
-ବେଷ୍ଟ ସାଜସଜ୍ଜା- କିଆନାଳି କୂଳ କାଳୀପୂଜା କମିଟି
-ବେଷ୍ଟ ବାରୁଆଳି- ମହାବୀର ଛକ ପୂଜା କମିଟି
-ଜୁରି ଆୱାର୍ଡ- ମାର୍କେଟ୍ ଛକ ଶ୍ୟାମା ପୂଜା କମିଟି



