ହସ୍ପିଟାଲ୍‌ରେପୁଞ୍ଜିଲାଲ୍ ମେହେର….

ବଲାଙ୍ଗିର(ନି.ପ୍ର): ଭୀମ ଭୋଇ ମେଡିକାଲ କଲେଜରେ ପୁଞ୍ଜିଲାଲ୍ ମେହେର
-BBMCHର ମେଡିସିନ୍ ଓ୍ୱାର୍ଡରେ ଚାଲିଛି ପୁଞ୍ଜିଲାଲ୍ ମେହେରଙ୍କ ଚିକିତ୍ସା.
-ଗତ ୨୧ ତାରିଖରୁ ବଲାଙ୍ଗିର ଜେଲରେ ଅନଶନ କରିଥିଲେ ପୁଞ୍ଜିଲାଲ୍.
-ଗୁରୁତର ହେବାରୁ ଗତକାଲିଠୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ପୁଞ୍ଜିଲାଲ୍.
-ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍.
-ଆଜୀବନ କାରାଦଣ୍ଡାଦେଶ ପରେ ସଜା ଭୋଗୁଛନ୍ତି ପୁଞ୍ଜିଲାଲ୍ ମେହେର

ସେୟାର କରନ୍ତୁ

Next Post

ଜିରୋ କାଜୁଆଲିଟି ଲକ୍ଷ୍ୟ ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

Tue Oct 28 , 2025
ଭୁବନେଶ୍ବର(ନି.ପ୍ର): ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।‘ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି।ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି,‘ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ।ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି,୩୦ ହଜାର ୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି।ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ,୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍‌ ନିଆଯାଇଛି।ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ […]

You May Like

Pin It on Pinterest