
ଜଗତସିଂହପୁର(ସଂଗ୍ରାମ ପଟ୍ଟନାୟକ): ଜଗତସିଂହପୁର ସଦର ସମଙ୍ଗ ଫାଣ୍ଡି ନିକଟ ପଳସୁଦା ସଦର ଅଞ୍ଚଳ ର ରାଜକିଶୋର ବେହେରା ବୟସ ୩୨ ରଘୁନାଥପୁର ଠାରୁ ଜଗତସିଂହପୁର ଗାନ୍ଧୀଛକ ଜାଇଥିବା ରାସ୍ତା ରେ ବାଇକ୍ ନେଇ ଯାଉଥିବା ବେଳେ ହଠାତ ଆଗରୁ ଲକ୍ଷୀବସ୍ ପସି ଆସିଥିଲା, ବସକୁ ସାଇଡ ଦେବାକୁ ଜାଇ ସମଙ୍ଗ ଛକ ଠାରୁ କିଛି ଦୁର ରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାଇକ୍ ଦୃଘଟଣା ହୋଇଥିବା ବେଳେ ଘଟଣାସ୍ଥଳରେ ରାଜକିଶୋର ବେହେରା ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ।
ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଜଗତସିଂହପୁର ଥାନା କୁ ଖବର ଦେବାପରେ ଜଗତସିଂହପୁର ପୋଲିସ ଅନୀଲ କୁମାର ବେହେରା ଓ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ଗୁରୁତର ଥିବା ରାଜକିଶୋର ବେହେରା ଙ୍କୁ ପିସିଆର ଭ୍ୟାନ୍ ରେ ଭର୍ତ୍ତି କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲେ।
ଚିକିସ୍ଛିତ ବେଳେ ଡ଼ାକ୍ତର ରାଜକିଶୋର କୁ ମୃତ୍ୟୁ ଘୋଷଣା କରିବା ପରେ ମୃତ ରାଜକିଶୋର ଙ୍କ ଶରିରକୁ ପୋଲିସ ଓ ରାଜକିଶୋର ଙ୍କ ଶବକୁ ଶବଗୃହରେ ରଖାଯାଇଛି।



