ସାମାଜିକ ସଂଗଠନ ଭଏସ ଅଫ କଟକ ତରଫରୁ ବିଦ୍ୟୁତ ବିଭାଗ ଓଡିଶାଙ୍କୁ ଦାବିପତ୍ର ପ୍ରଦାନ…

କଟକ(ସଂଜୟ ଶତପଥୀ): ଟାଟା ପାୱାର ରାଜ୍ୟର ବିଦ୍ୟୁତ ଉପଭକ୍ତା ମାନଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ରାଶି ଆଦାୟ ନୋଟିସ କୁ ଶୀଘ୍ର ପ୍ରତ୍ୟାହାର କରିବାକୁ କଟକ ର ସାମାଜିକ ସଂଗଠନ ଭଏସ ଅଫ କଟକ ତରଫରୁ ବିଦ୍ୟୁତ ବିଭାଗ ଓଡିଶା ର ମୁଖ୍ୟସଚିବ, ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ସଚିବ, ପରିଚାଳନା ନିର୍ଦେଶକ ଟିପିସିଓଡ଼ିଏଲ ( Tpcodl ) ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ କଟକ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ! ଏହି ନିଷ୍ପତି କୁ ଯଥାଶୀଘ୍ର ଯଦି ପ୍ରତ୍ୟାହାର ନ କରାଗଲେ ସାମାଜିକ ସଂଗଠନ ଭଏସ ଅଫ କଟକ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ସଭାପତି ସିଦ୍ଧାର୍ଥ ମହାନ୍ତି, ସମ୍ପାଦକ ସୌମ୍ୟଦୀପ ଘୋଷ, ଉପଦେଷ୍ଟା ଜଗତଜ୍ୟୋତି ପଟ୍ଟନାୟକ, ଉପ ସଭାପତି ସିଦ୍ଧାର୍ଥ ନନ୍ଦ, ପ୍ରସଂଜିତ ସ୍ୱାଇଁ, ଆଡ଼ଭୋକେଟ ଶାନ୍ତନୁ ମହାପାତ୍ର, ଅମିତ ମହାନ୍ତି, ଲାଲା ରାଏ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

କଟକ ଅଅବକାରୀ ବିଭାଗର ଆଉ ଏକ ସଫଳତା...

Mon Dec 22 , 2025
କଟକ(ସଂଜୟ ଶତପଥୀ):କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା (ଉପରଗଡ, ଗରପଡ଼ା, ପାଇକସାହି) ,ପଣସ ପାଟଣା ଗ୍ରାମ ଏବଂ ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା ଏବଂ District Mobile Unit ସହିତ ଏକ ମିଳିତ ଚଡାଉ […]

You May Like

Pin It on Pinterest