ଆଜିର ଖାସ୍ ଖବର

୧-ରାଜ୍ୟରେ ନୂଆ ୧୦୧ କୋରୋନା ରୋଗୀ ଚିହ୍ନଟ।

୨-ବାତ୍ୟା ଗତିପଥରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ।

୩-ଦିନକରେ ୫୭ସୁସ୍ଥ,ରାଜଧାନୀ ହେଲା କରୋନାମୁକ୍ତ । କନ୍ଧମାଳରେ ପାଦ ଦେଲା କରୋନା।

୪-ହୃଦରୋଗୀଙ୍କ ପାଇଁ କରୋନା ସବୁଠୁ ପ୍ରାଣଘାତୀ: ଚେତାବନୀ ଦେଲେ ଆମେରିକୀୟ ଗବେଷକ।

୫-ରାଜ୍ୟରେ ଆହୁରି ୬୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା ୮୯୬ ହେଲା; ଗଞ୍ଜାମରେ ୩୦୭। ଦେଶରେ ଏକ ଲକ୍ଷ ପାର।

୬-ଭୁବନେଶ୍ୱର:ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ବହନ କରିବେ ରାଜ୍ୟ ସରକାର।

୭-ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଆମ୍ଫାନ, IMD ପକ୍ଷରୁ ଜାରି ହେଲା ସୂଚନା।

୮-ଯୋରନ୍ଦା ମହିମା ଗାଦି ସାଧୁସନ୍ଥଙ୍କୁ ସହାୟତାର ହାତ ବଢାଇଲା କିଟ୍‌ ଓ କିସ୍‌।ଆର୍ଥିକ ସହାୟତା ସହିତ ଦୁଇ ମାସ ପାଇଁ ଚାଉଳ, ଡାଲି, ଚୁଡ଼ା, ଚିନି ଆଦି ଖାଦ୍ୟ ସାମଗ୍ରୀ ପଠାଇ, ସାଧୁମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ଡ. ଅଚ୍ୟୁତ ସାମନ୍ତ ।

୯-ପାଟଣା ଥାନାରେ IICଙ୍କ ଥାର୍ଡ ଡିଗ୍ରୀ, ଯୁବକଙ୍କୁ ଠେଙ୍ଗାରେ ପିଟିଲେ ଗୋଇଠା ବି ମାରିଲେ।

୧୦-ଆଜି ଠାରୁ ସବୁ ସରକାରୀ କର୍ମଚାରୀ ଅଫିସ ଆସିବେ। ଫ୍ଳୁ ଲକ୍ଷଣ ଥିଲେ ଅଫିସ ଆସିବା ମନା। ଅବରୋଧ ଅଞ୍ଚଳରେ ବି ମନା।

୧୧-ଜୁଲାଇ 1 ରୁ 15 ମଧ୍ୟରେ ଅନୁଷ୍ଠିତ ହେବ ଯୁକ୍ତ ଦୁଇର ବାକି ଥିବା ପରୀକ୍ଷା, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।

୧୨-ନୂଆ ଦିଲ୍ଲୀ:ଅଚଳ, ଅବୈଧ ଫାସ୍ ଟ୍ଯାଗ ଥିଲେ ଦୁଇଗୁଣା ଟୋଲ ଆଦାୟ ହେବ।

୧୩-ଜୁଲାଇ ୧ରୁ CBSE ଦ୍ୱାଦଶ ପରୀକ୍ଷା ଆରମ୍ଭ, ମାସ୍କ ପିନ୍ଧି ଓ ସାନିଟାଇଜର ନେଇ ଆସିବେ ପରୀକ୍ଷାର୍ଥୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed May 20 , 2020
୧- ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଲା। ପାରାଦୀପରୁ ୧୨୦ କିମି ଦୂରରେ ସାମୁଦ୍ରିକ ଝଡ ‘ଅମ୍ପନ୍‍’। ୨-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଡାକିବେ କ୍ୟାବିନେଟ୍ ବୈଠକ । ୩-BMCର ନୂଆ ନିର୍ଦେଶନାମା:ଆଜିଠୁ ଖୋଲିବ ସେଲୁନ, ଅନ୍ୟ ସବୁ ଅତ୍ୟାବଶ୍ୟକୀୟ ଦୋକାନ, ଖୋଲିବ ନାହିଁ ୧୧ ସପିଂ ମଲ। ୪-ଆଜି ଦିନ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଉପର ଦେଇ ସାମୁଦ୍ରିକ ଝଡ଼ ଅମ୍ପନ ଅତିକ୍ରମ କରିବାର […]

You May Like

Pin It on Pinterest