ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଆସନ୍ତା ୧୧ ତାରିଖରେ କଳାହାଣ୍ଡି ଜିଳ୍ଳାର ୫ ବିଧାନସଭା ଓ ଳୋକସଭା ପାଇ ନିର୍ବାଚନ ହେବ। ହାତରେ ଅଳ୍ପ ସମୟ ଥିବାଯୋଗୁ ପ୍ରାର୍ଥୀ ମାନେ ମାରାଥନ ପ୍ରଚାର ଆରମ୍ଭ କରି ସାଧାରଣଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି।

ଭବାନୀପାଟଣ ନିର୍ବାଚନ ମଣ୍ଡଲି ଅନ୍ତର୍ଗତ କେସିଙ୍ଗା ଏନଏସି ବାଳସି,ସିଡୋଳ,ରେଙ୍ଗାଳି ଅଞ୍ଚଳରେ ରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଦୁଷ୍ମନ୍ତ ନାଏକ ପ୍ରଚାର କରି ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାର ଦ୍ବାହି ଦେଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି।