କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ରୋଡ ଏକ ପ୍ରମୁଖ ରେଳ ଷ୍ଟେସନ, ଏଠାରେ ହଜାର ହଜାର ଲୋକ ମାନେ ନିଜ ନିଜର କାମ କରିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ନର୍ଲା ଏକ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ବିକାଶ ନା କିଛି ନାହିଁ, ମନେ ହେଉଛି ନର୍ଲା ଠାରେ ଆଉ ରେଳବାଇ ତରଫରୁ ହେବାକୁ ଥିବା ଏଲେଟ୍ରି ଲୋକୋମୋଟିଭି ୱର୍କସବ ବର୍ତମାନ ଶୀତଳ ଭଣ୍ଡାରରେ ,ଆଜକୁ ଏତେ ନେତା ଗଲେ,ଆସିଲେ,ଏପର୍ୟ୍ଯନ୍ତ କାହାର ଦରଦ ନାହିଁ,ତ ପ୍ରଶାସନ କଣ କରିବ?ଆଜି ପୂର୍ବତଟ ରେଳବାଇ ଜେନେରାଲ ମେନେଜର ଶ୍ରୀ ଯୁକ୍ତବଂଶହି ଦିନ11ଘଣ୍ଟା ସମୟରେ ନର୍ଲା ମୁଖ୍ୟ ଫାଟକଠାରେ ପହଞ୍ଚିଥିଲେ,ଏଥିରେ ନର୍ଲା ରେଳ ବିକାଶ ସମିତିର ସଭାପତି ଶ୍ରୀ ଯୁକ୍ତ ରାମଚନ୍ଦ୍ର ପରିଡା ଏବଂ କର୍ମକର୍ତ୍ତା ମାନେ ରହି ଏକ ଦାବିପତ୍ର ପ୍ରଦାନ କରିଥିଲେ, ଏଥିରେ ନ।ଦେଲ ଏକ୍ସପ୍ରେସ,ଜବଦଲପୁର ଏକ୍ସପ୍ରେସ ରହଣି,

ରେଲଡ଼ବା କାରଖାନା,ତଥା ଅଭର ବ୍ରିଜ଼ ଫାଟକ ପାଖରେ କରିବା ପାଇଁ ଆବେଦନ କରିଥିଲେ, ଏବଂ ମୁଖ୍ୟ ଫାଟକର ସଫାସୁତୁରା ଥିବା ହେତୁ ଶ୍ରୀ ମେନେଜର କ୍ଷୀରୋଦ କୁମାର ପାଣ୍ଡେ ଙ୍କୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ,



