ଗତକାଳି ରାତିରେ କୋକସରା ପୋଲିସ ଟିମ ମୋଟେର ଖୁଟଲୁଗୁଡା ଛକ ନିକଟରେ ନିର୍ବାଚନି ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ OR08E6963 ଡିକିରୁ ନଗଦ ୫ ଲକ୍ଷ ଟଙ୍କା ମିଲିଛି।

ଯୁବକ ଜଣକ ବରଗଡ ଜିଲ୍ଲା ଆମ୍ବସୋଡା ବରାହଗୁଡା ର ଗ୍ରାମର ସୁଦାମ ଭୋଇ ବୋଲି ଜଣାପଡିଥିବାବେଲେ ଶ୍ରୀ ଗୋପାଳ ଫୀଡ ରାଇସ ମିଳକୁ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛି।ଟଙ୍କ ଧର କାଳୁ ମାଜିଷ୍ଟେଟ ଙ୍କ ନେତୃତ୍ୟରେ ପୋଲିସ ତଦନ୍ତ କରୁଥିବା ବେଳେ ନିର୍ବାଚନ ପାର୍ଟି ପାଇଁଁ ଟଙ୍କା ଯାଉଥିବା ସଂଦେହ କରାଯାଉଛି।