ଓଡ଼ିଶାକୁ ‘ପଙ୍ଗପାଳ’ର ଡର, କୃଷି ବିଭାଗ ଲଡେଇ ପାଇଁ ପ୍ରସ୍ତୁତ-ସୂଚନା ଦେଲେ ସଚିବ ଏସ.କେ ବଶିଷ୍ଟ

ବାସ୍ତବ ବ୍ୟୁରୋ-ଆଜି ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି ରାଜ୍ୟସରକାରଙ୍କର କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି । ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଚାଲିଯାଇଥିବା ପଙ୍ଗପାଳ ଏବେ ପୁଣି ଥରେ ଛତିଶଗଡ ଫେରିଛନ୍ତି । ଏ ନେଇ ସଚିବ କହିଛନ୍ତି ଯେ, ପଙ୍ଗପାଳ ଦଳ ନୂଆ କି ପୁରୁଣା ସେ ନେଇ ଗବେଷଣା କରାଯାଉଛି ।ଛତିଶଗଡ଼କୁ ଲାଗିକି ଥିବା ଜିଲ୍ଲାମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ପ୍ରତିଦିନ ସନ୍ଧ୍ୟା ୫ଟାରେ ପଙ୍ଗପାଳଙ୍କ ଗତିବିଧିର ରିପୋର୍ଟ ଆସୁଛି. କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପଙ୍ଗପାଳର ମୁକାବିଲା କରାଯାଉଅଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ସଂଧ୍ୟା ୬ଟାରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକ ବସିବ...ଗଡ଼ିବ କି ବଡଦାଣ୍ଡେ ରଥ ?

Fri Jun 19 , 2020
ବାସ୍ତବ ବ୍ୟୁରୋ: ଆଜି ସଂଧ୍ୟା ୬ଟାରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକ ବସିବ…ଗଡ଼ିବ କି ମହାପ୍ରଭୁଙ୍କ ରଥ ? ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇ କହିଛନ୍ତି କି,ସଂଧ୍ୟା ୬ଟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ । କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ । ସଂଧ୍ୟାରେ […]

You May Like

Pin It on Pinterest