ଭୁବନେଶ୍ୱର(ବାସ୍ତବ ଟିଭି): ଦୀର୍ଘ ପ୍ରାୟ ପାଞ୍ଚ ବର୍ଷରୁ ଉିଦ୍ଧ୍ୱର୍ ବିତିଯାଇଥିବା ଏହି ବମିଖାଲ ବ୍ରିଜର ନିର୍ମାଣ ଶେଷରେ ଅନ୍ତଘଟିଛି । ଗତ ଫେବୃଆରୀ ୨୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମିଖାଲ ବ୍ରିଜର ଉଦ୍ଘାଟନ କରିଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଉଥିବା ଏହି ବୋମିଖାଲ ବ୍ରିଜ୍ ଦୁଇ ଦୁଇ ଥର ଦୁର୍ଘଟଣା ଘଟିଥିବାବେଳେ ଶେଷରେ ଦୁିଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରଶାସନର ଏତେ ଦିନର ପରିଶ୍ରମ ଯେମିତି ପାଣିରେ ପଡ଼ିଲାପରି ଦେଥିବାକୁ ମିଳିଛି । ସାଧାଣ ଲୋକଙ୍କ କହିବା ଅନୁଯାୟୀ ବମିଖାଲ ବ୍ରିଜର ନିର୍ମାଣରେ ଯେତିକି ସମୟ ଦିଆଗଲା । ତାର ମାତ୍ର କିଛି ସମୟ ଯଦି ସରକାରଙ୍କ ବ୍ରିଜ୍ ନିର୍ମାଣକୁ ନେଇ ଚିନ୍ତା କରିଥାନ୍ତେ ତାହେଲେ ଆଜି ବ୍ରିଜ୍ ହୋଇ ମଧ୍ୟ ନହେଲାପରି ହୋଇନଥାନ୍ତା । ସାଧାରଣ ଲୋକଙ୍କ କହିବା ଅନୁଯାୟୀ ବ୍ରିଜଟିର ଚୋଉଡ଼ା କମ୍ ହୋଇଥିବା ବେଳେ ବ୍ରିଜ୍ଟିର ଟରନିଙ୍ଗ୍ ପଏଣ୍ଟରେ ଏକା ସଙ୍ଗେ ଦୁଇଟି କାର୍ ଯାତାୟତ କରିବା ବହୁ କଷ୍ଟକର ହେବ । ଯାହାଫଳରେ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଛି ବୋଲି ବୁଦ୍ଦିଯିବୀ ମାନେ ନିଜର ମତବ୍ୟକ୍ତ କରିଛନ୍ତି ।
Next Post
ଆତଙ୍କବାଦୀଙ୍କୁ ନେଇ ଜେଟଲିଙ୍କ ବଡ଼ ବୟାନ !
Wed Feb 27 , 2019
ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ଆକ୍ରମଣରେ ଜବାବ ଦେଇଛି ଭାରତ । ଗତକାଲି ଭୋର ୩.୨୦ମିନିଟରେ ଭାରତର ବାୟୁ ସେନା ପାକିସ୍ତାନ ପାହଡ଼ ଉପରେ ଥିବା ଆତଙ୍କୀ ଶିବିର ଉପରେ ଅଚାନକ ଆକ୍ରମଣ କରିଥିଲା । ଯାହାକି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେଣୁ ପାକିସ୍ତାନ ଆଜିତାର ଆକ୍ରମଣ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିଲା । ଏମିତି କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ […]

You May Like
-
6 years ago
ଆଜିର ଖାସ୍ ଖବର
-
5 years ago
ଜାରିହେଲା ଟେଲିମେଡିସିନ୍ ହେଲ୍ପଲାଇନ୍