ବିଜେଡି ଯୁବବାହିନି ର ଶତାଧିକ ଯୁବକ କଂଗ୍ରେସରେ ମିଶ୍ରଣ

ବିଜୁ ଯୁବବାହିନି ର ଶତାଧିକ ଯୁବକ ମାନେ ଆଜି ବିଜେଡି ରୁ କଂଗ୍ରେସ ଦଳରେ ଭକ୍ତଚରଣ ଦାସଙ୍କ ଠାରେ ଦଳରେ ମିଶିଥିବା ଜଣାପଡିଛି। କଳାହାଣ୍ଡି ଜିଳ୍ଳା ମଦନପୁର ରାମପୁର ବ୍ଳକର ୧୯ ଟି ପଞ୍ଚାୟତର ଶତାଧିକ ଯୁବକ ମାନେ ବିଜେଡି ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ

ଆଜି ମଦନପୁର ରାମପୁର ବ୍ଲକ ବିଜୁ ବାହିନୀ ସଭାପତି ପ୍ରଭାସ କୁମାର ସାହୁ ଓ ରଶ୍ମିରଞ୍ଜନ ପ୍ରହରାଜ ଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ ହୋଇଛନ୍ତି। ବିଜେଡି ଦଳ ଯୁବକ ମାନଙ୍କୁ ବିଜୁ ଯୁବବାହିନି ନାମରେ ନିୟୋଜିତ କରି ଭୋଟ ରାଜନୀତି ସହ ପଥଭ୍ରଷ୍ଟ କରିବାସହ ଦଳିୟ କାର୍ଯକ୍ରମରେ କରି ବ୍ୟକ୍ତିଗତ ସ୍ବାର୍ଥ ହାସଳ କରୁଛି ବୋଳି ଅଭିଯୋଗ କରିଛନ୍ତି। ଯୁବକ ମାନଙ୍କ ମିଶ୍ରଣ ଫଳରେ କଂଗ୍ରେସ ଦଳ ଜିଳ୍ଳାରେ ଶକ୍ତିଶାଳି ହେବ ବୋଲି ଭକ୍ତ ଚରଣ ଦାସ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚିତ

Sat Apr 6 , 2019
ଭୁବନେଶ୍ୱର,2.4:ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚନ ତା ୩୧/୩/2019 ରିଖ ରେ ଅନୁଷ୍ଠିତ ହୋଇଯାଇଛି।ରବି ଟକିଜ୍ ନିକଟସ୍ଥ ମା ଗୌରୀ କଲ୍ୟାଣ ମଣ୍ଡପ ଠାରେ ସଂଘ ର ବାର୍ଷିକ ଅଧିବେଶନ ରେ ଅବିଭାଵକ ମାନେ ସ୍କୁଲ ର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସତ୍ୟବ୍ରତ ପରିଜା, ସଭାପତି, ରାଜେଶ କୁମାର ମିଶ୍ର ଓ ଲୋପାମୁଦ୍ରା କର, ଉପ ସଭାପତି, ସୁର୍ଯ୍ୟକାନ୍ତ […]
st-xavier

You May Like

Pin It on Pinterest