ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା: ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ ।

ବାସ୍ତବ ବ୍ୟୁରୋ : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସସେ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ସୂଚନା ଦେଇ କହିଛନ୍ତି କି, ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆସନ୍ତା ସପ୍ତାହରେ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ପହଞ୍ଚିବ ଓଡ଼ିଶାରେ ।

ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ମୁତାବକ, ଏହି  କିଟ୍ ଆରଏମଆରସିରେ ପହଞ୍ଚିବ । ତେବେ ଏ ଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, ଯାହା କି ଆଶ୍ବସ୍ତି ର ବିଷୟ । ଘରକୁ ଘର ବୁଲି ହେଉଥିବା ସର୍ଭେରେ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବ୍ୟବହାର କରାଯିବ । ସେ କହିଛନ୍ତି, ଆସନ୍ତାକାଲି ଓଡ଼ିଶାରେ କିଭଳି ଟେଷ୍ଟିଂ କରାଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ ହେବ । ଏବେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ବହୁ କୋଭିଡ-ଯୋଦ୍ଧା ଥିବାରୁ ଅଧିକ ସତର୍କ ହେବାକୁ ପଡ଼ିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ଓ ସଫେଇ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ

Wed Jun 24 , 2020
ବାସ୍ତବ ବ୍ୟୁରୋ : ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ଓ ସଫେଇ କର୍ମଚାରୀମାନଙ୍କର ହେବ କୋଭିଡ ଟେଷ୍ଟ । ଆଜି ସର୍କିଟ ହାଉସରେ ଆୟୋଯିତ ହୋଇଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ନିଷ୍ପତ୍ତି ମୁତାବକ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ । ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଙ୍କ ସୂଚନା ଅନୂଯାୟୀ, ଯେହେତୁ ନୀଳାଦ୍ରି […]

You May Like

Pin It on Pinterest