ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ଓ ସଫେଇ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ

ବାସ୍ତବ ବ୍ୟୁରୋ : ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ସଫେଇ କର୍ମଚାରୀମାନଙ୍କର ହେବ କୋଭିଡ ଟେଷ୍ଟ  ଆଜି ସର୍କିଟ ହାଉସରେ ଆୟୋଯିତ ହୋଇଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ନିଷ୍ପତ୍ତି ମୁତାବକ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ

ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଙ୍କ ସୂଚନା ଅନୂଯାୟୀ, ଯେହେତୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅଛି ତେଣୁ ଯେଉଁମାନେ ସାମିଲ ହେବେ ସେମାନେ କରୋନା ନେଗେଟିଭ ବୋଲି ସୁନିଶ୍ଚିତ କରିବା ପାଇଁ ଏହି ବ୍ୟାପକ ଟେଷ୍ଟ କରାଯିବ । ୨୮ ତାରିଖ ପୂର୍ବରୁ ଟେଷ୍ଟିଙ୍ଗ ପ୍ରକ୍ରିୟା ସରିବ ଯେଉଁମାନଙ୍କର ନେଗେଟିଭ ଆସିବ ସେମାନେ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ ସେହିପରି ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଈଜ କରାଯିବ ସେବାୟତଙ୍କ ପରିବାରକୁ ସଚେତନ କରାଯିବା ସହ କୋଭିଡ ନିୟମ ସମ୍ପର୍କରେ ଅବଗତ କରାଯିବ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏବେ ଫସିଲେ ବାବା ରାମଦେବ...

Wed Jun 24 , 2020
ବାସ୍ତବ ବ୍ୟୁରୋ : ଆଇନଗତ ବିବାଦରେ ଫସିଲେ ଯୋଗଗୁରୁ ବାବା ରାମଦେବ, କରୋନା ଭାଇରସ୍‌ ମହାମାରୀରୁ ୭ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବା ପାଇଁ ‘କରୋନିଲ’ ନାମରେ ଏକ ଔଷଧ ଉଦ୍ଭାବନ କରିଥିବା ଦାବି କରିବା ସହ ଆଗାମୀ ସପ୍ତାହକ ମଧ୍ୟରେ ସମଗ୍ର ଦେଶରେ ଏହି ଔଷଧର ବିକ୍ରୟ ପାଇଁ ଗତକାଲି ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ,ହେଲେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ କୁହାଯାଇଛି […]

You May Like

Pin It on Pinterest