ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର,2.4:ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚନ ତା ୩୧/୩/2019 ରିଖ ରେ ଅନୁଷ୍ଠିତ ହୋଇଯାଇଛି।ରବି ଟକିଜ୍ ନିକଟସ୍ଥ ମା ଗୌରୀ କଲ୍ୟାଣ ମଣ୍ଡପ ଠାରେ ସଂଘ ର ବାର୍ଷିକ ଅଧିବେଶନ ରେ ଅବିଭାଵକ

ମାନେ ସ୍କୁଲ ର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସତ୍ୟବ୍ରତ ପରିଜା, ସଭାପତି, ରାଜେଶ କୁମାର ମିଶ୍ର ଓ ଲୋପାମୁଦ୍ରା କର, ଉପ ସଭାପତି, ସୁର୍ଯ୍ୟକାନ୍ତ ରାଉତ,ସମ୍ପାଦକ,ନିହାର ପରିଜା,ଶ୍ରୀମତି ଚନ୍ଦ୍ରକଳା ସାହୁ,ପ୍ରଭାତ କୁମାର ମହାପାତ୍ର,ରଘୁନାଥ ମିଶ୍ର,ସହ ସମ୍ପାଦକ,ଵିଦ୍ୟାଧର ନାୟକ,କୋଷାଧ୍ୟକ୍ଷ ଓ ଦିଲ୍ଲୀପ କୁମାର ପାତ୍ର ସହ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଅବିଭାବକ ସଂଘ ର Financial adviser ସୂର୍ଯ୍ୟ ନାରାୟଣ ମିଶ୍ର ଏହା ଯଣାଇଛନ୍ତି.

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସ ଦଳର ପ୍ରଚାର ପାଇଁ ଧର୍ମଗଡ଼ ଆସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ।

Sat Apr 6 , 2019
କଲହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ – ଧର୍ମଗଡ଼ ପଞ୍ଚାୟତ ଖେଳ ପଡିଆ ଠାରେ କଂଗ୍ରେସ ର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଭୁପେଶ ବଘେଲା ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପାର୍ଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ , ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ଅନିଲ ସିଂ ଦେଓଙ୍କ […]

You May Like

Pin It on Pinterest