ଆସନ୍ତାକାଲି ଲଂଚ ହେବ ‘ଆତ୍ମ ନିର୍ଭର ରୋଜଗାର ଅଭିଯାନ’

ବାସ୍ତବ ବ୍ୟୁରୋ-ଆସନ୍ତାକାଲି ଦିନ ୧୧ଟାରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଓ ଅନ୍ୟ ନେତା ମନ୍ତ୍ରୀଙ୍କ ଉପସ୍ଥିତିରେ ଉତର ପ୍ରଦେଶରେ,ପ୍ରବାସୀ ଶ୍ରମିକମାନଙ୍କ ପାଇଁ ‘ଆତ୍ମ ନିର୍ଭର ରୋଜଗାର ଅଭିଯାନ’ ଲଂଚ କରିବାକୁ ଯାଉଛନ୍ତି ।

ଯାହା ଦ୍ୱାରା ଅନେକ ପ୍ରବାସୀ ଶ୍ରମିକ ମାନଙ୍କୁ କର୍ମ ସଂସ୍ଥାନ ମିଳିପାରିବ । ଏଥି ସହିତ ରାଜ୍ୟର ବେରୋଜଗାର ମାନଙ୍କ ସହିତ ଯେଉଁମାନେ କରୋନା କାରଣରୁ ନିଜ ରୋଜଗାର ହରାଇଛନ୍ତି ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ପୁଣି ଥରେ ରୋଜଗାର ମିଳି ପାରିବ । ଏହି ଯୋଜନା ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ରୋଜଗାର ଦିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ଦଶମ ଏବଂ ଦ୍ବାଦଶ ରେଜଲ୍ଟ-ଘୋଷଣା କଲା ସିବିଏସଇ

Fri Jun 26 , 2020
ବାସ୍ତବ ବ୍ୟୁରୋ–ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ଦଶମ ଏବଂ ଦ୍ବାଦଶ ରେଜଲ୍ଟ,ଘୋଷଣା କଲା ସିବିଏସ୍ଇ । ପରୀକ୍ଷା ନିୟନ୍ତ୍ରକ ସମୟ ଭରଦ୍ବାଜଙ୍କ ଅନୁଯାୟୀ, ଦେଶରେ କରୋନା ମହାମାରୀ ପାଇଁ ଅବଶିଷ୍ଟ ପରୀକ୍ଷା ବାତିଲ କରାଯାଇ ଥିବାରୁ, ବିକଳ୍ପ ମୂଲ୍ୟାଙ୍କନ ଯୋଜନା ପରେ ଫଳାଫଳ ଘୋଷଣା କରାଯିବ । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାର୍କରେ ଉନ୍ନତି ଆଣିବା ପାଇଁ ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ତଥାପି, […]

You May Like

Pin It on Pinterest