ବିଜେଡ଼ିର ହାଇ ଭୋଲ୍ଟେଜ ପ୍ରଚାର , ବିଜେଡ଼ି ସୁପ୍ରିମୋ କଳାହାଣ୍ଡି ଗ୍ରସ୍ତ

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାତ୍ର ୯ଘଣ୍ଟା ସମୟରେ ଭବାନୀପାଟଣା ପହଞ୍ଚି ନକଟିଗୁଡା ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ ।

BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଲାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ଭବାନୀପାଟଣା ସଦର ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣ ଙ୍କ ନିକଟରେ ଅନୁରୋଧ କରିବା ସହିତ ବିଭିନ୍ନ ଯୋଜନା ସବୁ ଘୋଷଣା କରିଥିଲେ । ଏହି ରୋଡସୋ ରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନର୍ଲା ନିର୍ବାଚନ ମଣ୍ଡଳୀର ତୁଲାପଡା ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ.

Wed Apr 10 , 2019
କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବକିଥିବାବେଳେ ଆଜି ପ୍ରଚାରର ଶେଷ ଦିନରେ ନର୍ଲା ନିର୍ବାଚନ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା ମାନିକେଶ୍ୱରୀ ଙ୍କ ଦର୍ଶନ ପରେ ନର୍ଲା ନିର୍ବାଚନୀ କ୍ଷେତ୍ରରେ ତୁଲାପଡା ଖେଳ ପଡିଆ ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଗତାନୁଗତିକ ଭାବେ ” ଆପନ ମାନେ […]
କଲହାଣ୍ଡି

You May Like

Pin It on Pinterest