କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ
କଳାହାଣ୍ଡି ଜିଲ୍ଲାର ଲୋକସଭା ଓ ୫ ବିଧାନସଭା ପାଁଇ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ଜୟପାଟଣା ଠାରେ ନିର୍ବାଚନୀ ସ୍କ୍ୱାର୍ଡ ଦ୍ୱାରା ଏକ ଇନୋଭା ଗାଡ଼ିରୁ ଲାଞ୍ଜିଗଡ ବି.ଜେ.ଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଙ୍କ ସମର୍ଥକ

ଗାଡି OR 02 BC 2442 ଇନୋଭା ଗାଡ଼ିରୁ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ବେଳେ ବି.ଜେ.ଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଗାଡ଼ିରୁ ଚମ୍ପଟ ମାରିଥିବା ଜଣାପଡିଛି. ଏନେଇ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ସୂଚନା ଦେଇଛନ୍ତି.
.