ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷାମନ୍ତ୍ରୀ

ବାସ୍ତବ ବ୍ୟୁରୋ :ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ପରୀକ୍ଷା ରେଜଲ୍ଟ । ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି କି, ମ୍ୟାଟ୍ରିକ୍‌ ଖାତା ଦେଖା ସରିଯାଇଛି, ଏବେ ଟାବୁଲେସନ ଚାଲିଛି ।

ଅପରପକ୍ଷ ରେ,ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

ମ୍ୟାଟ୍ରିକ୍‌ ପରୀକ୍ଷା ରେଜଲ୍ଟ କେବେ ପ୍ରକାଶ ପାଇବ ଏବଂ ଏହା ସହ ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି ବୋଲି କହିଛନ୍ତି ଶ୍ରୀ ଦାଶ ସଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସି ପାରୁନାହାନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ ମୁଖ୍ୟ ସଚିବ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ରୋଗୀ ଙ୍କୁ ‘ହୋମ୍ ଆଇସୋଲେସନ୍’ ପାଇଁ ରାଜ୍ୟ ସରକାର ଦେବେ ଅନୁମତି...

Mon Jul 13 , 2020
ବାସ୍ତବ ବ୍ୟୁରୋ: ଓଡ଼ିଶାରେ ପ୍ରତିଦିନ କରୋନା ର ପ୍ରକୋପ ବଢିଚାଲିଥିବା ବେଳେ ଆଜି ଓଡ଼ିଶା ସରକାର ଏକ ନୂଆ କୋଭିଡ ପରିଚାଳନା ରଣନୀତି ଆରମ୍ଭ କରିବାକୁ ଯାଉଛନ୍ତି । ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ‘ହୋମ୍ ଆଇସୋଲେସନ’ ଅନୁମତି ମିଳିବ । ଆଜି ଏନେଇ ମୁଖ୍ୟଶାସନ ସଚିବ ଅସିତ ତ୍ରୀପାଠି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନାନୁଯାୟୀ, ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଆଇସୋଲେସନରେ […]

You May Like

Pin It on Pinterest