କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ଭାନପୁର ପଞ୍ଚାୟତ ଅଧୀନସ୍ଥ ରାକ୍ସି ଗ୍ରାମର ଜନକ ଋଷିବାଗ,ପିତା-ରାମଚନ୍ଦ୍ରବାଗ ଏବଂ ଘୋଡ଼।ବନ୍ଧ ପଞ୍ଚାୟତ ର ଲମସିଙ୍ଗା ଗ୍ରାମର ସୁନ୍ଦର ପଧାନ ପିତା-ଆନନ୍ଦ ପଧାନ ଅଧାର ନମ୍ବର-915747530139 ଅଟେ, ଦୁହେଁ 2019 ନିର୍ବାଚନ ପ୍ରଥମଚରଣରେ ମତଦାନ ଦେବାପାଇଁ ନିକଟସ୍ଥ ଲମସିଙ୍ଗା

ଗ୍ରାମର ୟୁପିଏସ ସ୍କୁଲ କୁ (81)ନମ୍ବର ଜୋନ ଏବଂ ବୁଥ ନମ୍ବର-143 କୁ ଯାଇଥିଲେ,କିନ୍ତୁ ସେଠାରେ ଥିବା ପ୍ରିଜ।ଣ୍ଡିଙ୍ଗଅଫିସର ତୁମର ନାମ ନାହିଁ,ତୁମକୁ ମୃତକ ନାମ ଦର୍ଶାଉଛି, ତୁମେ ଭୋଟ ଦେଇପାରିବ ନାହିଁବୋଲି କହିଲେ,ଏହାପରେ ସେମାନେ କହିଲେ ,ଆମେ ତ ବଚିଛୁ, ଆମର ଭୋଟ ଦେବାର ଅଧିକାର ଅଛି ଆମେ ଭୋଟ ଦେବୁ ବୋଲି ଯୁକ୍ତି କରିଥିଲେ,ଏହାପରେ ଦୁଇଖଣ୍ଡ ଗ୍ରାମର ଭୋଟର ମାନେ ଏକତ୍ରିତ ହୋଇ କହିକି ସେମାନେ ଭୋଟ ଦେବେନାହିଁ ବୋଲି ଅଫିସର ଙ୍କୁ ରୁଣ୍ଡ ହୋଇ ଘେରି ଥିଲେ,ପରିସ୍ଥିତି ଜଟିଳ ହେବା ଦ୍ୱାରା ନର୍ଲା ପୋଲିସ ଏବଂ ନର୍ଲା ବିଡ଼ିଓ ଆସି ସମାଧାନ କରିପାରି ନଥିଲେ,ବିଡିଓ ଭୋଟ ଦାତା ମାନଙ୍କୁ ଡରାଇ ଦେଇ EVM ମେସିନ ଙ୍କୁ ସୁରକ୍ଷା ବଳୟ ମଧରେ ନେଇଯାଇଥିଲେ,

ଏହା ଲୋକତନ୍ତ୍ର ଉପରେ,ଏବଂ ମାନବ ଅଧିକାର ଉପରେ ଅପମାନ କରାଯାଉଛି, ଏହା ହେଉଛି ପ୍ରଶାସନର କ୍ରୁର ଆଭିମୁଖ୍ୟ ବୋଲି ଲୋକମାନେ ମତ ଦେଉଛନ୍ତି।



