୧-୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ।
୨-ଭୁବନେଶ୍ୱର ରେ ଖୋଲିବା ସପିଂ ମଲ୍ ।
୩-ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ କୁମାର ପଟ୍ଟନାୟକ ।
୪-ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର ।
୫-ଆଜିଠୁ ୩ ଦିନ ପାଇଁ ସମଗ୍ର ରାୟଗଡ଼ା ଜିଲ୍ଲା ସଟ୍ଡାଉନ ।
୬-ଆସନ୍ତା ୧୪ ତାରିଖ ଯାଏଁ କୋରାପୁଟ ଲକଡାଉନ ।
୭-୧୭,୧୪,୨୧୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୧୪୫୬୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୭୩୬୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୭୭୩୦ ରହିଛି ।
୮-ନୂଆ ଶିକ୍ଷା ନୀତି ଦେଶକୁ ଆତ୍ମନିର୍ଭର କରିବ- ମୋଦୀ ।
୯-ପ୍ରଧାନମନ୍ତ୍ରୀଙ୍କ ‘ରାଖୀ ଭଉଣୀ’ ଡାକ ଯୋଗେ ରାକ୍ଷୀ ପଠାଇଲେ ।
୧୦-ଚାଇନିଜ୍ ଆପ୍ ଷ୍ଟୋର୍ରୁ ୨୯,୮୦୦ ଆପ୍ ହଟାଇଲା ଆପଲ ।
୧୧-ବିଶ୍ୱରେ କୋଟିଏ ୭୯ ଲକ୍ଷ ୯୯ ହଜାର ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଲକ୍ଷ ୮୭ ହଜାର ୮୦୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୧୩ ଲକ୍ଷ ୧୮ ହଜାର ୭୬୯ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୯୨ ହଜାର ୬୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
୧୨-ଏବେ ଲିପୁଲେଖ ପାସ୍ ନିକଟରେ ସୈନ୍ୟ ଠୁଳ କରୁଛି ଚାଇନା ।




