ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ।
୧୧ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ।
ଅର୍ଥ, କ୍ରୀଡ଼ା, ସଂସ୍କୃତି ସମେତ ୪ ବିଭାଗରେ ଅନ୍ଲାଇନ୍ ସେବା ।
ଭୁବନେଶ୍ୱର: ଆଜି – କାଲି ସପ୍ତାହାନ୍ତ ସଟ୍ ଡାଉନ୍ । ଅଗଷ୍ଟ ମାସ ଶେଷ ଯାଏଁ ଲାଗୁ ।

ରାଜ୍ୟରେ ପୋଲିସ ବିଭାଗର ପ୍ରଶସ୍ତିକରଣ ଉପରେ ବାଜିଲା ମୁଖ୍ୟମନ୍ତ୍ରୀଙ୍କ ମୋହର, ବଢ଼ିବ ୬ ଥାନା ଓ ୯୦୫ ନୂଆ ପୋଷ୍ଟ ।
୮ରୁ ୧୧ ପର୍ଯ୍ୟନ୍ତ ୪ ଦିନ ସଟଡାଉନ ରହିବ ବଲାଙ୍ଗୀର ଜିଲ୍ଲା ।
ସେପ୍ଟେମ୍ବରରେ ଖୋଲିବ ସ୍କୁଲ ! ପ୍ରଥମେ ଦଶମରୁ ଦ୍ୱାଦଶ, ପରେ ଷଷ୍ଠରୁ ନବମ ପିଲାଙ୍କ ପାଇଁ ବିଦ୍ୟାଳୟ ଗେଟ୍ ଖୋଲିବା ଯୋଜନା ।
୫୭ ହଜାର ଟଙ୍କା ଟପିଲା ସୁନା, ରୂପା କିଲୋ ପିଛା ୭୭ ହଜାର ଟଙ୍କା।
କେରଳରେ ଭୁସ୍ଖଳନ,୧୭ ମୃତ,୮୦ ନିଖୋଜ,୧୬ ଉଦ୍ଧାର ।
ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା: ୬୬ ପ୍ରତିଶତ ଲୋକ ଚାହାନ୍ତି ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ।
ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ।
ଭାରତରେ ମୋଟ୍ ସଂକ୍ରମଣ ମାମଲା ୨୦ ଲକ୍ଷ ୨୭ ହଜାର ୭୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି । ମୋଟ୍ ସକ୍ରିୟ ମାମଲା ୬ ଲକ୍ଷ ୭ ହଜାର ୩୮୪ ରହିଛି ଏବଂ ୧୩ ଲକ୍ଷ ୭୮ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ୟୁଏନଏସସିରେ ପାକିସ୍ତାନକୁ ଘେରିଲା ଭାରତ, କହିଲା- ଦାଉଦକୁ ପାଳନ କରୁଛି ବିରୋଧୀ ରାଷ୍ଟ୍ର ।
ଅଗଷ୍ଟ ୧୨ରେ ଋଷ ପଞ୍ଜିକରଣ କରିବ କରୋନା ଟିକା, ଅକ୍ଟୋବରରୁ ଆରମ୍ଭ ହେବ ଟୀକାକରଣ ।
