ଆଜିର ଖାସ୍ ଖବର

ଆଜି ପବିତ୍ର ଜନ୍ମାଷ୍ଟମୀ : ଜନ୍ମନେବେ ଭଗବାନ ଶ୍ରୀକୃଷ୍ଣ, କରୋନା ଲାଗି ଘରେ ରହି ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ । 

ପିଜି ନାମଲେଖା ପାଇଁ ଏଥର ଏକକ ପ୍ରବେଶିକା ପରୀକ୍ଷା, ଅଗଷ୍ଟ ୧୨ରୁ ୩୧ ଯାଏ ଆବେଦନ । 

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମନ୍ଦିର ଖୋଲିବା ନେଇ ସରକାର ନେବେ ନିଷ୍ପତ୍ତି । 

୧୨‌‌ରେ +୨ ବିଜ୍ଞାନ ପରୀକ୍ଷାଫଳ, ମଧ୍ୟାହ୍ନ ସାଢ଼େ୧୨ଟା ପରେ ଜାଣି ହେବ । ପରୀକ୍ଷାର୍ଥୀ www.orissaresults.nic.in କିମ୍ବା http://www.orissaresults.nic.in ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରି‌ବେ । 

ସେପ୍ଟେମ୍ବର ୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା । 

ଓଡ଼ିଶା ପୁଣି ଏକ ନମ୍ବର, ଅମୃତ ଯୋଜନା କାର୍ଯ୍ୟକାରୀ କରିବାରେ ମିଳିଲା ୮୫.୬୭% ନମ୍ବର

ଭୁବନେଶ୍ୱର ର ୯ ହସ୍ପିଟାଲରେ ଆଜିଠୁ କରୋନା ଟେଷ୍ଟ

ସଂକ୍ରମଣ ରୋକିବାକୁ ପଦକ୍ଷେପ, ଚିଲିକା-ବାଣପୁର ବ୍ଲକ ଏବଂ ବାଲୁଗାଁ-ବାଣପୁର NACକୁ ୩ ଦିନିଆ ସଟ୍‌ଡାଉନ୍

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜି ମୁଣ୍ଡରେ ହୋଇଥିବା ରକ୍ତ ଜମାଟ ଅପରେସନ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । 

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୨୨,୬୮,୬୭୫ ରେ ପହଞ୍ଚିଛି । ଏହା ମଧ୍ୟରୁ ୬୩୯୯୨୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୫୨୫୭ ଅନ୍ତର୍ଭୁକ୍ତ । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୧୫,୮୩୪୮୯ ରେ ପହଞ୍ଚିଛି ।

୩୫୪ ସୀମାନ୍ତ ଗାଁରେ ସରକାର ଯୋଗାଇବେ ମୋବାଇଲ୍ ସେବା

ସୁସ୍ଥ ହୋଇ ଘରକୁ ଫେରିଲେ ସଂଜୟ ଦତ୍ତ

୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଡେଙ୍ଗୁ ଓ କୋଭିଡ ଲକ୍ଷଣରେ ରହିଛି ସାମଞ୍ଜସ୍ୟ, ସାବଧାନ ରହିବାକୁ ଦେଶବାସୀଙ୍କୁ ସତର୍କ କଲେ ଡ.ହର୍ଷବର୍ଦ୍ଧନ ।

ସାରା ବିଶ୍ୱରେ ୨ କୋଟି ୨୩ ଲକ୍ଷ ୮ ହଜାର ୯୨୬ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୩୧ ଲକ୍ଷ ୬୬୨ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ  ୩୬୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି,୭ ଲକ୍ଷ ୩୭ ହଜାର ୯୦୦ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଆମେରିକାରେ ଭୂମିକମ୍ପ: ଶତାଧିକ କୋଠା କ୍ଷତିଗ୍ରସ୍ତ ।

ଆସନ୍ତାକାଲି ବିଶ୍ବର ପ୍ରଥମ କୋଭିଡ ଟିକାର ସାର୍ବଜନୀନ ବ୍ୟବହାରର ଲୋକାର୍ପିତ କରିବେ ରୁଷ ସରକାର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଟିନଙ୍କ ଦାବି ରୁଷ୍ ତିଆରି କଲା ବିଶ୍ୱର ପ୍ରଥମ କରୋନା ଟିକା

Tue Aug 11 , 2020
ବାସ୍ତବ ବ୍ୟୁରୋ-ରୁଷ୍ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ କରୋନା ଭାଇରସ୍ ପାଇଁ ପ୍ରଥମ ଟୀକା ପ୍ରସ୍ତୁତ କରିଛି । ଭ୍ଲାଡିମିର୍ ପୁଟିନ୍ ଦାବି କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ କରୋନା ଭାଇରସ୍ ଟିକା, ଯାହା ରୁଷ୍ ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଛି । କେବଳ ଏତିକି ନୁହେଁ, ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ତାଙ୍କ […]

You May Like

Pin It on Pinterest