ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବେ ଡାକ୍ତର ।
ଯୁକ୍ତ୨ ନାମଲେଖା ପାଇଁ ଆବେଦନ ୨୧ରୁ ।
କ୍ୟାବିନେଟ୍ ନିଷ୍ପତ୍ତି : ଦିନକରେ ମିଳିବ ପ୍ରୋଭିଜନାଲ୍ ଟ୍ରେଡ୍ ଲାଇସେନ୍ସ୍ ।
ଲଗାଣ ବର୍ଷାରେ ବେହାଲ ମାଲକାନଗିରି : କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ସ୍ଥିତି, ପୋଲ ଉପରେ ଚାଲିଛି ୩ ଫୁଟର ପାଣି ।
୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍ ବୈଠକ, ମହିଳା ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର।ସ୍ବାସ୍ଥ୍ଯ ଭିତ୍ତିଭୂମିକୁ ୨ହଜାର କୋଟି।
ଅଗଷ୍ଟ ୧୫ରେ ରାଜ୍ୟର ୪ ଜିଲ୍ଲାରେ ଦିନ ୧୧ଟା ଯାଏଁ ସଟଡାଉନ କୋହଳ, ନିଜ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ ଲୋକେ।
ବାରିପଦା:ମେରୁ ମଠ ସାଧୁସନ୍ଥଙ୍କୁ ସହାୟତା ଯୋଗାଇ ଦେଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ,ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କଲେ।
ସମ୍ବଲପୁର:ନୂଆଁଖାଇ ପାଇଁ ସ୍ଥିର ହେଲା ଲଗ୍ନ।ଅଗଷ୍ଟ ୨୩ ଦିନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ।
ଉତ୍ତର ଭାରତରେ ବର୍ଷା: ଭୂସ୍ଖଳନ ଯୋଗୁଁ ବଦ୍ରୀନାଥ ଜାତୀୟ ରାଜପଥରେ ଅଟକିଲା ଯାନବାହନ ।
ଟ୍ୟାକ୍ସ ଜମାକାରୀଙ୍କ ଲାଗି ଆସିବ ନୂଆ ଯୋଜନା, ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
ଫୋର୍ବସ୍ ଶ୍ରେଷ୍ଠ ୧୦ ତାଲିକାରେ ଅକ୍ଷୟ କୁମାର ।
୧୦୦ ପାକ୍ସକୁ ବହୁମୁଖୀ ସେବା କେନ୍ଦ୍ରରେ ପରିଣତ କରାଯିବ।ଏଥିପାଇଁ ନାବାର୍ଡ ପକ୍ଷରୁ ୨୬ କୋଟିରୁ ଅଧିକ ଟଙ୍କା ଋଣ ରିଆତି ହାରରେ ପ୍ରଦାନ କରାଯିବ ।
ନୁଆ ଦିଲ୍ଲୀ:କୋହଳ ହୋଇପାରେ ଧାର୍ଯ୍ୟ ଚାକିରି ସୀମା,ବର୍ଷେ ଚାକିରି କଲେ ବି ମିଳିବ ଗ୍ରାଚ୍ଯୁଇଟି ।
କୌଣସି ରାଜ୍ୟ ଅଲଗା କିଣି ପାରିବେନି ଭାକ୍ସିନ୍, ବିତରଣ ଲାଗି ଦେଶରେ ହେବ ପାରଦର୍ଶୀ ଡିଜିଟାଲ ବ୍ୟବସ୍ଥା ।
ସାରା ବିଶ୍ୱରେ କରୋନା ଭାଇରସରେ ୭ ଲକ୍ଷ ୫୧ ହଜାର ୫୬୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ୨ କୋଟି ୭ ଲକ୍ଷ ୮୬ ହଜାର ୮୪୪ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ କୋଟିଏ ୩୬ ଲକ୍ଷ ୮୯ ହଜାର ୯୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୪୫ ହଜାର ୩୦୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।




