ବାସ୍ତବ ଭୁବନେଶ୍ୱର- ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ସଢଙ୍ଗି ,ବିମାନ ବନ୍ଦରରେକିଛି ସମୟପରେ ପହଞ୍ଚି ବାପରେ ଦଳିୟ ନେତା ଓ କର୍ମୀ ସ୍ୱାଗତ କରିବା ପରେ ,ବିମାନ ବନ୍ଦର ରୁ ସିଧା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ।ଏହାପରେ ଅପରାହ୍ନ୪ଟା ସମୟରେ ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡିଆରେ ଭବ୍ୟସମ୍ବର୍ଧନା ସଭାରେ ପହଞ୍ଚିବେ ।ଏଥିପାଇଁ ବିଜେପି ଓଡିଶା ତରଫରୁ ପ୍ରଦର୍ଶନୀ ପଡିଆରେ ପାଖା ପାଖି ଛ’ଟି ଜିଲ୍ଲା ରୁ ପ୍ରାୟତ
୧୦ ହଜାର ରୁ ଅଧିକ କର୍ମୀ ସାମିଲ୍ ହେବାର ବେବସ୍ଥା କରାଯାଇ ଅଛି ।
Next Post
ଓଡିଶା ବିଜେପି ର ସମ୍ବର୍ଦ୍ଧନା ସଭାରେ ଅପରାଜିତା, ଜୁଏଲ୍,ସୁରେଶ ଅନୁପସ୍ଥିତ କାହିଁକି..?
Sun Jun 9 , 2019
ବାସ୍ତବ ଭୁବନେଶ୍ୱର-ଓଡିଆ ବିଜେପି ପଖ୍ୟରୁ ଗତକାଲି, ପ୍ରଦର୍ଶନୀ ପଡିଆର ଠିକ୍ ସେଇ ସ୍ଥାନରେ(ଯୋଉଠି ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ଉଛ୍ଛବପାଳନ ହୋଇଥିଲା)କେନ୍ଦ୍ର ମନ୍ତ୍ରୀ ତଥା ନିର୍ବାଚିତ ସାସଂଦ ଓବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହା ବୁଦ୍ଧିଜୀବୀମହଲରେ ଯେତିକି କୋୖତୁହଳ ସୃଷ୍ଟି କରଛି ସେତିକି ଆଗକୁ ବିଧାନସଭା ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବାର ସୁରାକ ପାଇପାରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କ ପ୍ରଥମ ଓଡିଶା ଗସ୍ଥ ହୋଇଥିବାରୁ ବହୁ ଧୁମଧାମରେ ପାଳନ […]
You May Like
-
5 years ago
ଆଜିର ଖାସ୍ ଖବର..
-
3 years ago
ଆଜିର ଖାସ୍ ଖବର
-
3 years ago
ମତୋ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର ଗୁରୁ ଶିଷ୍ୟ ମିଳନ….