ଆଜିର ଖାସ୍ ଖବର

ଆଜି ୭ ଜିଲ୍ଲାରେ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ।

ଜିରୋ ରେଜଲ୍ଟ କରିଥିବା ଯୁକ୍ତ୨ କଲେଜକୁ କାରଣ ଦର୍ଶାଅ ନୋଟିସ୍‌, ୭ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ ।

ଯୁକ୍ତ୨ ନାମଲେଖା ଲାଗି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଶହେ ଟଙ୍କା କମିଲା ଆବେଦନ ଫି’, ସିଏଏଫ୍‌ ଦାଖଲ କରିବାକୁ ସ୍କୁଲକୁ ଆସିବେନି ପିଲା ।

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଙ୍ଗନବାଡ଼ି ରେଜିଷ୍ଟରରେ ବୟସ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ

ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ଉଡ଼ିବ ଜାତୀୟ ପତାକା

ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ହେଲେ ଭାଗ୍ୟଲିପି ମଲ୍ଲ ।

ରାଜ୍ୟ ବାହାରେ ବି ହେବ OJEE ପରୀକ୍ଷା କେନ୍ଦ୍ର: ୧୬ ତାରିଖ ଭିତରେ ଛାତ୍ରଛାତ୍ରୀ ବଦଳାଇପାରିବେ କେନ୍ଦ୍ର

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର

ଭାରତ ମହାସାଗରରେ ମୁତୟନ ହେଲା ବି-୫୨ ବମ୍ବର ଜେଟ, କାମ ଦେବନି ଚୀନର ଚତୁରପଣ

୧୬୭ ବର୍ଷର ଇତିହାସରେ ପ୍ରଥମ ଥର ରିଫଣ୍ଡ ଦେବାରେ ରେକର୍ଡ କଲା ରେଳବାଇ

ସେପ୍ଟେମ୍ବରରେ ଆରମ୍ଭ ହେବ କରୋନା ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ।

ମାଳଦ୍ଵୀପରୁ ଚୀନକୁ ଘଉଡାଇବା ପ୍ରସ୍ତୁତିରେ ଭାରତ, ନିବେଶ କରିବ ୫୦ କୋଟି ଡଲାର ।

ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା, ଡୋନାଲ୍ଡ ଟ୍ରମ୍ପ କଲେ ମଧ୍ୟସ୍ଥତା

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Aug 15 , 2020
ବିଶ୍ୱବିଦ୍ୟାଳୟ ଅଧୀନରେ ୩୦୦ରୁ ଅଧିକ କଲେଜ ରହିପାରିବନି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା । ଆଇଟିଆଇ ପାଇଁ ଗୋଟିଏ ପର୍ଯ୍ୟାୟ ନାମଲେଖା । ୪୦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ର‍୍ୟାଙ୍କ ୨୦ । କୃଷି ଗବେଷଣା ପାଇଁ ହାତ ମିଳାଇଲେ ଓୟୁଏଟି-ଦିଲ୍ଲୀ ଆଇଆଇଟି । ଅନ୍‌ଲାଇନ୍‌ ଟ୍ରାକିଂ ହେବ ଲଘୁ ଖଣିଜ ପଦାର୍ଥ କାରବାର । […]

You May Like

Pin It on Pinterest