ବିଶ୍ୱବିଦ୍ୟାଳୟ ଅଧୀନରେ ୩୦୦ରୁ ଅଧିକ କଲେଜ ରହିପାରିବନି ।
ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା ।
ଆଇଟିଆଇ ପାଇଁ ଗୋଟିଏ ପର୍ଯ୍ୟାୟ ନାମଲେଖା ।
୪୦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ର୍ୟାଙ୍କ ୨୦ ।
କୃଷି ଗବେଷଣା ପାଇଁ ହାତ ମିଳାଇଲେ ଓୟୁଏଟି-ଦିଲ୍ଲୀ ଆଇଆଇଟି ।
ଅନ୍ଲାଇନ୍ ଟ୍ରାକିଂ ହେବ ଲଘୁ ଖଣିଜ ପଦାର୍ଥ କାରବାର ।
ପିଏମ୍ଜିଏସ୍ୱାଇ ରାସ୍ତା ନିର୍ମାଣରେ ୪ର୍ଥ ଥର ପାଇଁ ଓଡ଼ିଶା ୧ ନମ୍ବର ।
ସାରା ରାଜ୍ୟ ପାଇଁ ଆସିଲା ଗୋଟିଏ ଘର ନୀତି । ଘରୋଇ ସଂସ୍ଥାକୁ ଅଧିକ ଫାଇଦା, ପିପିପି ଗୃହ ପ୍ରକଳ୍ପରେ ସରକାରଙ୍କର ୪୦%, ଘରୋଇ ସଂସ୍ଥାର ୬୦% ।
୭୪ତମ ସ୍ୱାଧୀନତା ଦିବସ , ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।
ଅଗଷ୍ଟ ୧୬ରୁ ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ।
ଜାହାଜ ଚଳାଚଳ ଉପରେ ଟିକସ ୭୦% ହ୍ରାସ ପାଇବ ।
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଝିଅଙ୍କ ବିବାହ ବୟସ ନେଇ ନିଷ୍ପତ୍ତି ନେବେ ସରକାର ।
ସ୍ୱାଧୀନତା ଦିବସରେ ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ ।
ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ।
ରାଜସ୍ଥାନ ରାଜନୈତିକ ସଂକଟ ଟଳିଲା : ଆସ୍ଥା ଭୋଟ ଜିତିଲେ ଗେହଲଟ୍ ।
ପୂରା ବିଶ୍ୱରୁ ୭ ଲକ୍ଷ ୬୨ ହଜାର ୪୪୧ ଜଣଙ୍କର କରୋନା ଭାଇରସରେ ମୃତ୍ୟୁ ହୋଇସାରିଛି । ୨ କୋଟି ୧୩ ଲକ୍ଷ ୩୬ ହଜାର ୬୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୪୧ ଲକ୍ଷ ୩୪ ହଜାର ୫୬ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ ୩୯ ହଜାର ୫୬୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।




